Odisha news

ଅସ୍ତରଙ୍ଗରେ ଦୁର୍ଗା ପୂଜା

0

ଅସ୍ତରଙ୍ଗ :ଅସ୍ତରଙ୍ଗର “ଦୁର୍ଗା କ୍ଲବ” ତରଫରୁ ନିରାଡମ୍ବର ଭାବେ ଦୂର୍ଗା ପୂଜା ଅନୁଷ୍ଠିତ ହେଉଥିବା ବେଳେସାତ ଦିନ ବ୍ୟାପି ହେବାକୁ ଥିବା ବିଭିନ୍ନ ସାଂସ୍କୃତୀକ କାର୍ଯ୍ୟକ୍ରମ କୋଭିଡ କଟକଣା ଯୋଗୁଁ ବାତିଲ କରାଯାଇଅଛି । ଚଳିତବର୍ଷ ଗୁରୁବାର ଦିନ ବିଲ୍ୱମଙ୍ଗଳ ପୂଜା ଅନୁଷ୍ଠିତ ହୋଇଯାଇଅଛି ।

ଶୁକ୍ରବାର ଦିନ ମୃଣ୍ମୟ ମହାସପ୍ତମି ପୂଜା, ଶନିବାର ଦିନ ମୃଣ୍ମୟ ମହାଷ୍ଟମୀ ପୂଜା, ରବିବାର ଦିନ ମହାନବମି ପୂଜା, ସୋମବାର ଦିନ ଦଶହରା ତଥା ଅପରାଜିତା ଅନୁଷ୍ଠିତ ହେବାକୁ ଥିବା ସ୍ଥଳେ ବୁଧବାର ଦିନ କୋଭିଡ କଟକଣା ଅନୁଯାଇ ଭଷାଣି ଅନୁଷ୍ଠିତ ହେବ ବୋଲି ଅସ୍ତରଙ୍ଗ ଦୂର୍ଗା କ୍ଲବର ସଭାପତି ଦୁଶ୍ମନ୍ତ ପରିଡା ଜଣାଇଛନ୍ତି ।

Leave A Reply