Odisha news

କିମ୍ବିରିଆପାଳ ପଞ୍ଚାୟତରେ ବି.ଜେ.ଡ଼ି ପକ୍ଷରୁ ବନ୍ୟାବିପନ୍ନଙ୍କୁ ସହାୟତା

0

ଯାଜପୁର : ବରୀ ବ୍ଲକ ଅଧିନ କିମ୍ଭିରିଆପାଳ ପଞ୍ଚାୟତରେ ଦିର୍ଘ ୭ଦିନ ଧରି ବନ୍ୟାବିପନ୍ନମାନଙ୍କୁ ବି.ଜେ.ଡ଼ି. ପକ୍ଷରୁ ସହାୟତ ଯୋଗାଇଦିଆଯାଉଛି । ବରୀ ବିଧାୟୀକା ସୁନନ୍ଦା ଦାସଙ୍କ ଆନୁକୁଲ୍ୟରେ ଆୟୋଜିତ ଏହି ସହାୟତାକୁ ପୂର୍ବତନ ସରପଞ୍ଚ ବିଭୁତିଭୂଷଣ ସାହୁଙ୍କ ନେତୃତ୍ୱରେ ପରି·ଳନା କରାଯାଉଛି । ଶବର ସାହିରେ ଦୈନିକ ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବା ସହିତ ବିପନ୍ନମାନଙ୍କୁ ବିସ୍କୁଟ ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଉଛି ।

Nalco
Leave A Reply