Odisha news

ଭିକ ମାଗିଲେ ଶିକ୍ଷକ

0

ଉଗାଣ୍ଡାରେ କରୋନା ଭାଇରସ ଲକ୍‌ଡାଉନ୍‌ ଆରମ୍ଭ ହେବାକ୍ଷଣି ସ୍କୁଲଗୁଡ଼ିକ ଯଥାବିଧି ବନ୍ଦ ହୋଇଗଲା । ସରକାରୀ ସ୍କୁଲ ଶିକ୍ଷକମାନେ ଦରମା ପାଇଲେ, କିନ୍ତୁ ଘରୋଇ ସ୍କୁଲ ଶିକ୍ଷକମାନଙ୍କୁ ମିଳିଲା ନାହିଁ । ମାସ ମାସ ଧରି ବିନା ଦରମାରେ କଷ୍ଟେମଷ୍ଟେ ଚଳି ସେମାନେ ଭିନ୍ନ ଭିନ୍ନ ରୋଜଗାର ପନ୍ଥା ଆପଣାଇଲେ । କେତେକ ଶିକ୍ଷକ ରାସ୍ତାରେ ପରିବାପତ୍ର ମଧ୍ୟ ବିକିଲେ । ଆଲାମ ନାମକ ଜଣେ ଶିକ୍ଷକ ପୁଞ୍ଜି ଅଭାବରୁ ଷ୍ଟ୍ରିଟ୍‌ ହକିଂ କରିନପାରି ଭିଗ ମାଗିବାକୁ ବାଧ୍ୟ ହେଲେ ।

Leave A Reply