Odisha news

ଧାମରା ବନ୍ଦରର ନୂଆ ଟର୍ମିନାଲରେ ଅଗ୍ନିକାଣ୍ଡ, ନିଆଁ ଲାଗି ପୋଡିଗଲା ଗଚ୍ଛିତ ଥିବା ସ୍ଲାବ ସମେତ ଅନ୍ୟାନ୍ୟ ସାମଗ୍ରୀ

0

ଚାନ୍ଦବାଲି : ଭଦ୍ରକ ଜିଲ୍ଲାର ଚାନ୍ଦବାଲିସ୍ଥିତ ଧାମରା ବନ୍ଦରରେ ଅଗ୍ନିକାଣ୍ଡ। ଧାମରା ବନ୍ଦରର ନୂଆ ଟର୍ମିନାଲରେ ନିଆଁ ଲାଗିଯିବା ଫଳରେ ବନ୍ଦରରେ ଗଚ୍ଛିତ ଥିବା ସ୍ଲାବ ସମେତ ଅନ୍ୟାନ୍ୟ ସାମଗ୍ରୀ ପୋଡି ଯାଇଥିବା ସୂଚନା ମିଳିଛି। ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଗ୍ୟାସ୍‌ ଲିକ୍‌ରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।

Govt
Leave A Reply