Odisha news

ଜୁନ ୧୩ରୁ ଆଫଗାନିସ୍ତାନ କ୍ରିକେଟ ଟିମ୍ ର ଭାରତ ଗସ୍ତ

0
ଟିମ୍ ଇଣ୍ଡିଆ ବିପକ୍ଷରେ ପ୍ରଥମ ଏକଦିବସୀୟ ମ୍ୟାଚ ଖେଳିବ ଆଫଗାନିସ୍ତାନ , ଏହି ସିରିଜ ର ଆରମ୍ଭ ହେବ ଧର୍ମଶାଳା ରୁ , ନୂଆ ପ୍ଲେଇଂ ଇଲେଭେନ ସହିତ ଟିମ ଓଲ୍ହାଇବ ମୈଦାନ କୁ , ଦୀର୍ଘଦିନ ପରେ ହିଟ ମ୍ୟାନଙ୍କୁ ଦେଖିବାକୁ ମିଳିବ ଟିମ ଇଣ୍ଡିଆରେ , ଆଫଗାନିସ୍ତା ବିପକ୍ଷରେ ୩ ନୂଆଖେଳାଳୀ ମଧ୍ୟ ଓଲ୍ହାଇବେ ମୈଦାନକୁ  l

ଆଫଗାନିସ୍ତାନ କ୍ରିକେଟ ଟିମ ର ଭାରତ ଗସ୍ତ ଜୁନ ୧୩ ତାରିଖରୁ ଆରମ୍ଭ ହେଉଛି, ଗୋଟିଏ ମାତ୍ର ଟେଷ୍ଟ ସିରିଜ ରେ ଟିମ ଇଣ୍ଡିଆ ଆଫଗାନିସ୍ତାନ ବିପକ୍ଷରେ ଖେଳି ୩୦୦ ରନ ରେ ହରାଇ ଇତିହାସ ରାଚିଥିଲା , ୱାନ ଡେ ସିରିଜ ର ପ୍ରଥମ ମ୍ୟାଚ ୧୩ ଜୁନ ରୁ ଧର୍ମଶାଳା ରେ ଖେଳାଯିବ, ଭାରତର ହିଟ ମ୍ୟାନ ରୋହିତ ଶର୍ମା ଆଉଥରେ ଟିମ ଇଣ୍ଡିଆ ଜର୍ସି ରେ ଦେଖାଯିବେ , କିନ୍ତୁ ବିରାଟ କୋହଲି ଆଘାତ କାରଣରୁ ଟିମ ରୁ ବାହାର ରହିବେ l

ପ୍ରଥମଥର ପାଇଁ ପ୍ରିନ୍ସ ଯାଦବ, ଗୁରନୁର ବରାଡ଼ ଓ ହର୍ଷ ଦୁବେ ଙ୍କୁ ଟିମ ରେ ଦେଖିବାକୁ ମିଳିବ, ଏହି ଏକଦିବସୀୟ ସିରିଜ ରେ ଶୁଭମନ ଗିଲ ଙ୍କ ଅଧିନାୟକତ୍ୱ ରେ ଉପ ଅଧିନାୟକ ଶ୍ରେୟାସ ଆୟାର ଓ କେ.ଏଲ.ରାହୁଲ ଙ୍କ ବ୍ୟାଟ ର ମ୍ୟାଜିକ ଦେଖିବାକୁ ମିଳିବ, ବର୍ତମାନ ସୁଧା ଭାରତୀୟ ଦଳ ଧର୍ମଶାଳା ରେ ପହଂଚି ସାରିଛି, ଆସନୁ ଜାଣିବା ଟିମ ଇଣ୍ଡିଆର ପ୍ଲେଇଙ୍ଗ ଇଲେଭେନ ରେ କିଏ ସବୁ ସାମିଲ ରହିଛନ୍ତି l

ଟିମ୍ ଇଣ୍ଡିଆ  ପ୍ଲେଇଙ୍ଗ 11 –
ରୋହିତ ଶର୍ମା, ଶୁଭମନ ଗିଲ, ଈଶାନ କିସାନ, ଶ୍ରେୟାସ ଆୟାର, କେ.ଏଲ. ରାହୁଲ , ନୀତିଶ କୁମାର ରେଡି, ୱାସିଂଟନ ସୁନ୍ଦର, କୁଲଦୀପ ଯାଦବ, ପ୍ରସିଦ୍ଧ କୃଷ୍ନା, ପ୍ରିନ୍ସ ଯାଦବ, ଅର୍ଶ ଦୀପ ସିଂ  ସାମିଲ ରହିଛନ୍ତି l

ଯଦି ପିଚ କଥା କହିବା ଧର୍ମଶାଳା ରେ ଉଭୟ ବୋଲିଂ ଓ ବ୍ୟାଟିଂ ର ମ୍ୟାଜିକ ଦେଖିବାକୁ ମିଳିଥାଏ, ଏହାଛଡା ଅନେକ ସମୟରେ ଦେଖିବାକୁ ମିଳିଛି ଯେ ଭଲ ଭଲ ଟିମ୍ ମଧ୍ୟ ୨ଶହ ରନ ରେ ଧରାଶାୟୀ ହୋଇ ଯାଆନ୍ତି l ଧର୍ମଶାଳା ରେ ୨୦୨୩ ରେ ଶେଷ ODI ୱାର୍ଲଡ କପ ଖେଳା ଯାଇଥିଲା, ଅଷ୍ଟ୍ରେଲିଆ ଓ ନିୟୁଜିଲ୍ୟାଣ୍ଡ ମଧ୍ୟରେ l

Govt
Leave A Reply