ବିଶେଷଜ୍ଞ ଙ୍କ ଖୁଲାସା : ଯଦି ବେକ ଏବଂ କାନ୍ଧ ରେ ଯନ୍ତ୍ରଣା ଅନୁଭବ କରୁଛନ୍ତି ନିଅନ୍ତୁ ନାହିଁ ହାଲୁକା ରେ , ହୋଇପାରେ କ୍ୟାନ୍ସର ର ଲକ୍ଷଣ
ଅନେକ ସମୟ ରେ ଆମକୁ ଲଗାତାର ଭାବରେ ବେକ ଏବଂ କାନ୍ଧରେ ଯନ୍ତ୍ରଣା ଅନୁଭବ ହୋଇଥାଏ, ଯାହାକୁ ଆମେ ଥଣ୍ଡା ରେ ହେଉଥିବା କିମ୍ବା ଅଧିକ କାମ ଚାପରେ ହୋଇଥାଏ ବୋଲି ଭାବିଥାଉ, ନଚେତ ଅଧିକ ସମୟ କମ୍ପ୍ୟୁଟର ଏବଂ ମୋବାଇଲ ରେ ବ୍ୟସ୍ତ ରହୁଥିବାରୁ ହୋଇଥାଏ ବୋଲି ଭାବିନେଉ l କିନ୍ତୁ ଆପଣ କଣ ଜାଣିଛନ୍ତି ଏହି ସମସ୍ୟା ଗୋଟିଏ ପ୍ରାଣ ଘାତକ ରୋଗର ସଂକେତ ବୋଲି l
ଏହାକୁ ନେଇ ନିକଟରେ ଗୋଟିଏ ୧୯ ବର୍ଷୀୟ ପିଲା ହାନା ର ସମସ୍ୟା କୁ ଆକ୍ଷି ଆଗରେ ରଖି ଅଧୟନ ହୋଇଥିଲା, ଯିଏକି କିଛିଦିନ ପୂର୍ବରୁ ଯନ୍ତ୍ରଣା ସହିତ ଥକାପଣ ର ଶିକାର ହୋଇଥିଲେ, ଯାହାକୁ ସେ ହାଲୁକା ରେ ନେଇ ପରେ ଜାଣିବାକୁ ପାଇଥିଲେ କ୍ୟାନ୍ସର ରେ ପୀଡିତ ଅଛନ୍ତି l
କ୍ୟାନ୍ସର ର ସଂକେତ –
ଆମେରିକା କ୍ୟାନ୍ସର ସୋସାଇଟି ଅନୁସାରେ ଶରୀରର କିଛି ବିଶେଷ ସଂକେତ ଜରିଆରେ ଆମକୁ ସଚେତନ କରିଥାଏ l ଯାହାକୁ ଆମେ ଅଣଦେଖା କରିବା ଉଚିତ ନୁହେଁ l
– ଅଚାନକ ଏବଂ ବିନା କାରଣ ରେ ଓଜନ ହ୍ରାସ ହେବା
– ଲଗାତାର ଦେହରୁ ଝାଳ ବାହାରିବା
– ବେକ ଏବଂ କାନ୍ଧ ରେ ଯନ୍ତ୍ରଣା ଅନୁଭବ ହେବା
– ଲଗାତାର ଥକା ଲାଗିଥାଏ ଏବଂ ଦୁର୍ବଳ ଲାଗିଥାଏ
– ବାରମ୍ବାର ଜ୍ୱର ଆସିଥାଏ
କାହିଁକି ହେଉଛି ଏହି ସମସ୍ୟା –
କାନ୍ଧ ଏବଂ ବେକରେ ଲଗାତାର ଯନ୍ତ୍ରଣା ଦ୍ୱାରା ବେକ ରେ ଗେଟା ପଡିଯାଇ ଥାଏ, ଯେତେବେଳେ କ୍ୟାନ୍ସର କୋଷିକା ଗୁଡିକ ଏହା ଉପରେ ପ୍ରଭାବ ପକାଇଥାଆନ୍ତି, ତେବେ ଫୁଲିବା ଏବଂ ଯନ୍ତ୍ରଣା ସମସ୍ୟା ଦେଖା ଯାଇଥାଏ l କିନ୍ତୁ ଧୀରେ ଧୀରେ ଏହାର ଲକ୍ଷଣ ବୃଦ୍ଧି ହୋଇଥାଏ l
– ଯଦି ଦୀର୍ଘ ଦିନ ଧରି ଏହି ଯନ୍ତ୍ରଣା ରହୁଛି ଡାକ୍ତରଙ୍କୁ ସାକ୍ଷାତ କରନ୍ତୁ l
– ନିୟମିତ ସ୍ୱାସ୍ଥ୍ୟ ପରକ୍ଷା କରିବା ଆବଶ୍ୟକ l
– ଧୂମ୍ର ପାନ ଏବଂ ମଦ୍ୟ ପାନ ଠାରୁ ଦୁରେଇ ରୁହନ୍ତୁ l
– ନିୟମିତ ବ୍ୟାୟାମ ଏବଂ ଯୋଗାସନ କରିବା ଜରୁରୀ l
– ଶରୀରରେ ହେଉଥିବା ପରିବର୍ତ୍ତନ କୁ ଧ୍ୟାନ ଦେବା ଜରୁରୀ l