ପାକିସ୍ତାନ ରେ ଭାରତର ର ଆକ୍ରମଣ ପରେ ଆତଙ୍କବାଦୀ ମୃତ୍ୟୁକୁ ନେଇ ସମ୍ବେଦନା ବ୍ୟକ୍ତ କରୁଥିବା କଲମ୍ବିଆ ର ସ୍ୱର ୪୮ ଘଣ୍ଟା ମଧ୍ୟରେ ବଦଳି ଯାଇଛି, ଏହା ପଛର କାରଣ କଂଗ୍ରେସ ର ବରିଷ୍ଠ ନେତା ଶସୀ ଥରୁର ଙ୍କ ଷ୍ଟ୍ରାଇକ ଅଟେ l ଯାହାପରେ କଲମ୍ବିଆ ନିଜ ବୟାନ କୁ ଅଫିସିଆଲି ଭାବରେ ଫେରାଇ ନେଇଛି l ପହଁଲଗାମ ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଯେତେବେଳେ ଭାରତୀୟ ସେନା ପାକିସ୍ତାନ ରେ ଲୁଚି ରହିଥିବା ଆତଙ୍କବାଦୀ ଙ୍କ ମୁଖା ଖୋଲିବା ପାଇଁ ବିଭିନ୍ନ ଦେଶକୁ ସର୍ବଦଳୀୟ ପ୍ରତିନିଧି ଦଳ ପଠାଇଥିଲେ l ଯେତେବେଳେ ସେହି ପ୍ରତିନିଧି ଦଳର ନେତୃତ୍ୱ କରୁଥିବା ଶସୀ ଥୁରୁର କଲମ୍ବିଆ ରେ ପହଂଚି ତାର ସ୍ୱରକୁ ବଦଳାଇ ଦେଇଛନ୍ତି l
କଲମ୍ବିଆ ର ପୂର୍ବ ରାଷ୍ଟ୍ରପତି ସିଜର ଅଗଷ୍ଟସ ଆତଙ୍କବାଦ ବିରୁଦ୍ଧରେ ଭାରତର ଯୁଦ୍ଧ କୁ ପୁର୍ଣ ସମର୍ଥନ ଦେଇଥିଲା, ୱାସିଂଟନ ର ପୂର୍ବ ରାଜଦୂତ ତରଣଜିତ ସିଂ ସିଧୁ ଗୋୖବାରିଆ ଶୁକ୍ରବାର ସକାଳୁ ସୋସିଆଲ ମିଡ଼ିଆ ଆକାଉଣ୍ଟ X ରେ ଗୋଟିଏ ପୋଷ୍ଟ କରିଥିଲେ , ଯେଉଁଥିରେ ସେ ଲେଖିଥିଲେ ଆତଙ୍କବାଦ ବିରୁଦ୍ଧରେ ଯୁଦ୍ଧରେ ଭାରତ କୁ ପୁର୍ଣ ସମର୍ଥଂ ରହିଛି ଏବଂ ପ୍ରତିନିଧି ମଣ୍ଡଳ ସହିତ ଚର୍ଚା ସଫଳ ହୋଇଛି l
ଗୌବାରିଆ କଲମ୍ବିଆ ଲିବରେସନ ପାର୍ଟି ର ନେତା ଅଟନ୍ତି, ଯିଏକି ରାଷ୍ଟ୍ରପତି ପ୍ରଣାଳୀ ର ଦେଶ କଲମ୍ବିଆ ର ସଂସଦ ରେ ସବୁଠୁ ବଡ଼ ପାର୍ଟି, ନିଜର ରାଷ୍ଟ୍ରପତି କାର୍ଯ୍ୟକାଳ ସମୟ ରେ ଖୁବ ଗୁରୁତ୍ୱପୂର୍ଣ କାର୍ଯ୍ୟ କରିଛନ୍ତି l କଲମ୍ବିଆ ରେ ଖୁବ ଅଧିକ ମାତ୍ରାରେ ଡ୍ରଗ୍ସ କାରବାର ହୋଇଥାଏ ଯାହାକୁ ଗୌବାରିଆ ରୋକ ଲଗାଇବାରେ ସକ୍ଷମ ହୋଇଥିଲେ l