ନୂଆପଡ଼ା -୨୫/୪ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ହାତୀବନ୍ଧା ଗ୍ରାମ ଶାନ୍ତିନଗର ସ୍ଥିତ ନବନିର୍ମିତ ମହା ମୄତ୍ଯୁଞ୍ଜୟ ମନ୍ଦିର ର ପରିଚାଳନା କମିଟି ଗଠିତ ହୋଇଛି । ଏନେଇ ଅନୁଷ୍ଠିତ ସଭାରେ ସର୍ବ ସମ୍ମତିରେ ସଭାପତି ଭାବରେ ଗରୁଡ଼ ଧ୍ୱଜ ବେହେରା, ଉପସଭାପତି ରୂପ ସିଂ ମାଝି, ସମ୍ପାଦକ ଲୋଚନ ମେହେର, ସହ ସମ୍ପାଦକ ମୃତ୍ୟୁଞ୍ଜୟ ଅଗ୍ରୱାଲ, କୋଷାଧ୍ୟକ୍ଷ ଗୁଣନିଧି ବେହେରା ଓ ସହ କୋଷାଧ୍ୟକ୍ଷ ଭାବରେ ସରୋଜ ସିଂ ନିନା ଙ୍କୁ ଚୟନ କରାଯାଇଥିଲା । ସେହିପରି କମିଟିର ସଦସ୍ୟ ସଦସ୍ୟା ଭାବରେ ମନି ରାମ ମେହେର, ସୁବାସ ଚନ୍ଦ୍ର ମେହେର,ରାଜେନ୍ଦ୍ର କଟା, ବୃନ୍ଦାବନ କାଣ୍ଡ, ମୂରଲୀଧର ମେହେର, ଚୋଡ଼ଗଙ୍ଗ ମେହେର, ବିବେକାନନ୍ଦ ମେହେର, ଈଶ୍ୱର ମେହେର, ରାଘବ ମେହେର,ନୃପ ରାଜ ପ୍ରଧାନି, ସୀମାଞ୍ଚଳ ଭାଟି, ନକୁଲ ଭୋଇ, ଖଗେଶ୍ୱର ମାଝୀ, ଦିଲ୍ଲୀପ ବାରିକ, ଜୁଗସନ ମେହେର, ନିତ୍ୟାନନ୍ଦ ମାଝି ଓ ଉପଦେଷ୍ଟା ଭାବରେ ଧବଳେଶ୍ଵର ମେହେର, ଲକ୍ଷ୍ମୀଧର ମେହେର, ସୁବାଷ ଅଗ୍ରୱାଲ, ଚନ୍ଦ୍ର ଧୀବର, ସୁରେଶ୍ୱର ମେହେର, ଖିରମତି ମେହେର ରହିଛନ୍ତି । ମନ୍ଦିରର ବିଭିନ୍ନ କାର୍ଯ୍ଯକ୍ରମ ପାଇଁ ସୁଶ୍ରୀ ଗାୟତ୍ରୀ ସାହୁ, ଜୟନ୍ତୀ ମେହେର, ମମତା ମେହେର, ଅର୍ଜୁନ ବାଗ, ଭବାନୀ ଶଙ୍କର କଟା ଙ୍କୁ ଦାୟିତ୍ୱ ଦିଆଯାଇଛି । କମିଟି ତରଫରୁ ମନ୍ଦିରରେ ବର୍ଷ ସାରା ରୁଦ୍ରାଭିଷେକ ବ୍ୟବସ୍ଥା କରିବାକୁ ସ୍ଥିର କରାଯାଇଛି ଓ ମନ୍ଦିରର
ଆଜୀବନ ସଦସ୍ୟ ନିମନ୍ତେ ଆଗ୍ରହୀ ଶ୍ରଦ୍ଧାଳୁ ଙ୍କୁ ମୋବାଇଲ ନମ୍ବର ରେ ୯୭୭୭୫୫୮୪୪୨, ୯୧୭୮୭୯୮୪୩୫, ୯୧୭୮୮୪୫୪୯୯ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି ।
