– ଯଦି ବ୍ୟକ୍ତି ଶୋଇବା ସମୟ ରେ ଦୁର୍ବଳ ଓ ଥକା ଲାଗିବାର ସମୁଖୀନ ହେଉଛନ୍ତି ତେବେ ଏହା ଭିଟାମିନ ବି 12 ର କମି ର କାରଣ ହୋଇଥାଏ l ଏଭଳି ସଂକେତ କୁ ଅଣଦେଖା କରନ୍ତୁ ନାହିଁ l
– ଯଦି ହାତ ଓ ଗୋଡ଼ ଝିମ ଝିମ ହୋଇ ଯାଉଛି କିମ୍ବା ଛୁଞ୍ଚି ଭଳି ଫୋଡି ହୋଇ ଯାଉଛି ତେବେ ଏହା ଭିଟାମିନ ବି 12 ର କମି ହୋଇଥାଏ l ଏହାକୁ ଅଣଦେଖା କରନ୍ତୁ ନାହିଁ l
– ଆମେ ଅନେକ ସମୟରେ ଚାଲୁ ଚାଲୁ ନିଜର ସନ୍ତୁଳନ ହରାଇ ଥାଉ l ଏବଂ ବେଳେବେଳେ ଆମେ ତଳେ ମଧ୍ୟ ପଡିଯାଇ ଥାଉ l ଏହା ଭିଟାମିନ ବି 12 ର କମି ହୋଇଥାଏ l
– କିଛି ଲୋକ ଚାଲୁଥିବା ସମୟ ରେ ନିଜର ଭାରସାମ୍ୟ ହରାଇ ଥାଆନ୍ତି , ଏବଂ ଶରୀରରେ ଯନ୍ତ୍ରଣା ମଧ୍ୟ ଅନୁଭବ କରନ୍ତି l ଏହା ଭିଟାମିନ ବି 12 ର କମି ଅଟେ l
– ମାଉଥ ଅଳସର ବା ପାଟିରେ ଘା ବିଶେଷ ଭାବରେ ଭିଟାମିନ ବି 12 ହ୍ରାସ ହେବା କାରଣରୁ ହୋଇଥାଏ . ଏହା ଯଦି ଦେଖା ଯାଉଛି ତେବେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ l
– ଗୋଡ଼ ହାତରେ ବଳ ନରହିବା ଭଳି ଦେଖାଯିବା ଭିଟାମିନ ବି 12 ର କମି ହୋଇଥାଏ l ଏବଂ ଗୋଡ଼ ର ମସଲସ ହେଉ କିମ୍ବା ହାତ ମସଲସ ପ୍ରବଳ ଯନ୍ତ୍ରଣା ଅନୁଭୂତ ହୋଇଥାଏ l
* କରନ୍ତୁ ଏହିସବୁ ଭୋଜନ –
– କାଜୁ ସେବନ ନିୟମିତ କରନ୍ତୁ
– ନିୟମିତ ୫ଟି ଅଳମଣ୍ଡ ସେବନ କରନ୍ତୁ
– ଅଖରୋଟ ମଧ୍ୟ ସେବନ କରନ୍ତୁ
– ସବୁଜ ପନିପରିବା ସେବନ କରନ୍ତୁ
– ନଚେତ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ
