Odisha news

୨୨ କେଜି ଗଞ୍ଜେଇ ଜବତ ୩ ଗିରଫ

0

ନିରାକାରପୁର,୨୬/୬: ଖୋରଧା ଜିଲ୍ଲା ଟାଙ୍ଗୀ  ଅବକାରୀ ପୋଲିସ ପକ୍ଷରୁ ୧୬ ନମ୍ବର ଜାତୀୟ ରାଜପଥ ରାମେଶ୍ୱର ନିକଟରେ ଚଢ଼ାଉ  ୨୨ କେଜି ଗଞ୍ଜେଇ ଜବତ କରିଥିବାବେଳେ ୩ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ କି ଏକ ଯାତ୍ରୀ ବାହୀଅଟୋ ରିକ୍ସାରେ ୩ ଜଣ ଗଞ୍ଜେଇ ନେଇ ପୁରୀ ଆଡ଼କୁ ଯାଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଟାଙ୍ଗୀ ଅବକାରୀ ବିଭାଗ କର୍ମଚାରୀ ରାମେଶ୍ବର ଛକ ନିକଟରେ   ଚଢ଼ାଉ କରିଥିଲେ। ଉକ୍ତ  ସ୍ଥାନରୁ   ୨୨ କେଜି ଗଞ୍ଜେଇ ଜବତ ସହ ଜଣ ଙ୍କୁ ଗିରଫ କରିଛ. ଅବକାରୀ ବିଭାଗ। ଗିରଫ ଅଭିଯୁକ୍ତ ମାନେ ହେଲେ ଗଞ୍ଜାମ ଜିଲ୍ଲା ର ରବିନ୍ଦ୍ର ସ୍ୱାଇଁ, ଟୁକୁନା ପାଣିଗ୍ରାହୀ. ଓ ଭଗବାନ ମହାପାତ୍ର ବୋଲି ଜଣା ପଡିଛି।ଗଞ୍ଜାମ ରୁ ପୁରୀ କୁ ଚଲାଣ ହେଉଥିଲା ଗଞ୍ଜେଇ।ଆସନ୍ତା ରଥ ଯାତ୍ରା ରେ ହୋଇଥାନ୍ତା ବେପାର।

Ad2
Leave A Reply