Odisha news

୮୪ ତମ ଆମ ପୋଲିସ ସମିତି ଅନୁଷ୍ଠିତ

0

ଭଞ୍ଜନଗର,୨୮/୦୨(ଭଞ୍ଜନଗର ରୁ ଅମରେନ୍ଦ୍ର କୁମାର ପଟ୍ଟନାୟକ ସକାଳ ଖବର) :  ଭଞ୍ଜନଗର ପୋଲିସ ତରଫରୁ ସ୍ଥାନୀୟ ଥାନା ପରିସରରେ ୮୪ ତମ ଆମ ପୋଲିସ ସମିତି ଅନୁଷ୍ଠିତ ହୋଇଯାଇଛି। ଆଜିର ଏହି ବୈଠକ କୁ ଥାନା ଅଧିକାରୀ କୁମର ମୁଦୁଲି ଉଦଘାଟନ କରିଥିଲେ। ଏସଆଇ କେଶବ ଷଡ଼ଙ୍ଗୀ ଉପସ୍ଥିତ ଥିଲେ।ଆମ ପୋଲିସ ସମିତି ର ସଦସ୍ୟ ଙ୍କ ମଧ୍ୟରେ କୃତିବାସ ବିଶ୍ୱାଳ, ଅନୁପମ ବାନାର୍ଜୀ, ଜଗବନ୍ଧୁ ଜେନା, ସନ୍ତୋଷ କୁମାର ଜେନା, ରଘୁନାଥ ମାହାନ୍ତି, ସୁଶାନ୍ତ କୁମାର ମହାପାତ୍ର, ଜଗଦିଶ ପାଣିଗ୍ରାହୀ,ପି. ମୃତ୍ୟୁଞ୍ଜୟ ସୁବୁଦ୍ଧି, ବିଷ୍ନୁପ୍ରିୟା ସେନାପତି, ପି. ଗୀତା ସୁବୁଦ୍ଧି ପ୍ରମୁଖ ଉପସ୍ଥିତ ଥିଲେ।

Govt
Leave A Reply