Odisha news

ଜାନୁଆରୀ 12 ତାରିଖରେ ଆନନ୍ଦପୁର ପ୍ରେସ୍ ଫୋରମ ପକ୍ଷରୁ ନିର୍ବାଚନି ସଚେତନତା ମାରାଥନ

0
ଆନନ୍ଦପୁର ପ୍ରେସ ଫୋରମ ପକ୍ଷରୁ ଜାନୁଆରୀ 12 ତାରିଖ ଦିନ ଦିବା 9 ଘଟିକା ସମୟରେ 2024 ସାଧାରଣ ନିର୍ବାଚନକୁ ନେଇ ଭୋଟର ମାନଙ୍କୁ ସଚେତନତା ମାଧ୍ୟମରେ ଏକ ମାରାଥନ ରାଲିର ଆୟୋଜନ କରାଯାଇଛି ll 2024 ସାଧାରଣ ନିର୍ବାଚନ ଅବ୍ୟବହୁତ ପୂର୍ବରୁ ଭୋଟର ମାନଙ୍କୁ ସଚେତନତା ମାଧ୍ୟମରେ ଏହି ମାରାଥନ ରାଲିର ଆୟୋଜନ କରାଯାଇଛି ll ଅବାଧ ନିରପେକ୍ଷ ଓ ଯୁବ ଭୋଟରଙ୍କୁ ଆକୃଷ୍ଟ କରି ଯେଭଳି ସମସ୍ତ 18 ବର୍ଷରୁ ଉର୍ଦ୍ଧ ନିଜ ନିଜର ମତଦାନ ସାବ୍ୟସ୍ତ କରିପାରିବେ ଏବଂ ନିଜ ନିଜ ନିର୍ବାଚନର ଉପଯୁକ୍ତ ପାର୍ଥୀ ଚୟନ କରିବା ପାଇଁ ପ୍ରେସ ଫୋରମର ସମସ୍ତ ସାମ୍ବାଦିକ ଏହି ମିନି ମାରାଥନ ରାଲିର ଆୟୋଜନ କରାଯାଇଛି ll ଆନନ୍ଦପୁର ଉପଖଣ୍ଡର ତିନୋଟି ବ୍ଲକର ପ୍ରତେକ ପଞ୍ଚାୟତର କାର୍ଯ୍ୟରତ ଓଡିଶା ନିୟୁଜ ଏବଂ ଅନ୍ୟ ପ୍ରିଣ୍ଟ ଓ ଇଲୋକ୍ଟ୍ରୋନିକ ମିଡ଼ିଆର ସାମ୍ବାଦିକ ମାନେ ମଧ୍ୟ ଏହି ମାରାଥନରେ ଯୋଗ ଦେବା ନିମନ୍ତେ ପ୍ରେସ ଫୋରମର ସଭାପତି *ଉମେଶ ଚନ୍ଦ୍ର ପାଢ଼ୀ* ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିବା ବେଳେ ଦିବା 12 ଘଟିକା ସମୟରେ ପ୍ରେସ ଫୋରମ କାର୍ଯ୍ୟାଳୟ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହେବା ସହିତ ଆଗାମୀ ଦିନରେ ଫୋରମର ବିଭିନ୍ନ କାର୍ଯ୍ୟାବଳୀ ସମ୍ପର୍କରେ ଆଲୋଚନା ହେବ ବୋଲି ଗଣମାଧ୍ୟମକୁ ପତିକ୍ରିୟା ଦେଇଛନ୍ତି ll
Leave A Reply