ରଙ୍ଗେଈଲୁଣ୍ଡ(Amareandra Pattanaik) ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କନିସି ଠାରେ ଆଜି ବିଜେଡି ର 27 ତମ ପ୍ରତିଷ୍ଠା ଦିବସ ମହାସମାରୋହ ରେ ପାଳନ ହୋଇ ଯାଇଛି!ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଶାସନ କାଳରେ ଯାହା ଯାହା ଉନ୍ନତି ମୂଳକ କାର୍ଯ୍ୟ ହୋଇଛି ତାହା ଜନସାଧାରଣ ମାନଙ୍କୁ ଅବଗତ କରାଯାଇଥିଲା!ପୁଣି ଥରେ ବିଜେଡି ତଥା ଦଳର ସୁପ୍ରିମ ନବୀନ ପଟନାୟକ ଙ୍କ ଶଙ୍ଖ ଚିନ୍ନ ରେ ଭୋଟ ଦେବାକୁ ବକ୍ତା ମାନେ ଜନସାଧାରଣ ଙ୍କୁ ନିବେଦନ କରିଥିଲେ!ଆଜିର ଉକ୍ତ ସଫଳ କାର୍ଯ୍ୟକ୍ରମ ଟି କୁ ବ୍ଲକ ବିଜେଡି ସଭାପତି ତଥା ସାଂସଦ ପ୍ରତିନିଧି ଅଜିତ କୁମାର ଦାସ ସଂଯୋଜନା କରିଥିବା ବେଳେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟନାୟକ, ଜିଲ୍ଲା ବିଜେଡି ଉପସଭାପତି ch, ଦିଲେଶ୍ଵର ରେଡି, ମେୟର ସଂଘମିତ୍ରା ଦଳେଇ, ବ୍ଲକ ଅଧକ୍ଷା ch, ଉଷାରାଣି, ଉପାଧ୍ୟାକ୍ଷା ସୁନିତା ମାହାଙ୍କୁଡ, ଜିଲ୍ଲା ପରିଷଦ ଉପାଧ୍ୟାକ୍ଷା ସୁଶ୍ରୀ ରାଜେଶ୍ୱରୀ ଦୋରା, ବିଶିଷ୍ଟ ସମାଜସେବୀ ରାମହରି ପାତ୍ର, ବରିଷ୍ଠ ବିଜେଡି ନେତା ପ୍ରତାପ ଚନ୍ଦ୍ର କୋଠିଆ,54 ନମ୍ବର ଜିଲ୍ଲା ପରିଷଦ ଦୀପକ ସାମନ୍ତ,ବିଶ୍ୱନାଥ ପୁର ସମିତି ସଭ୍ୟା ବିଷ୍ନୁପ୍ରିୟା ନାୟକ, ଙ୍କ ସହ ହଜାର ହଜାର ବିଜେଡି ମା ମାନେ, ଛାତ୍ର, ଛାତ୍ରୀ ଏବଂ କର୍ମୀ ମାନେ ଉପସ୍ଥିତ ଥିଲେ!