Odisha news

ଛାତ୍ରୀ କୁ ଧରି କୋଚିଂ ସେଣ୍ଟର ପରିଚାଳକ ଫେରାର

0
ଦଶପଲ୍ଲା୯/୧୨ : ପାଠ ପଢିବା ପାଇଁ ଆସୁଥିବା ଜଣେ ଛାତ୍ରୀ କୁ ପ୍ରେମ ଜାଲ ରେ ଫସାଇ କୋଚିଂ ସେଣ୍ଟର ପରିଚାଳକ ଫେରାର ହୋଇଯିବା ଘଟଣା ସୋସିଆଲ ମିଡିଆରେ ଘୁରିବୁଲୁଥିବା ବେଳେ ଏହା ବେଶ ଚର୍ଚ୍ଚାର ବିଷୟ ହିଇଛି । ଏହି ଘଟଣା କୁ ନେଇ ଦଶପଲ୍ଲା ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ,ଦଶପଲ୍ଲା ଦୁର୍ଗାବଜ଼ାର କଲୋନୀ ରେ ରହିଛି ଆଇଡିଆଲ ଏଜୁକେସନ ସେଣ୍ଟର । ଏହି ସେଣ୍ଟର କୁ କିଶୋର ଚନ୍ଦ୍ର ବାରିକ ନାମକ ଜଣେ ଯୁବକ ପରିଚାଳନା କରୁଥିବା ବେଳେ ଏଠାରେ କେବଳ +୨ କଳା ର ଛାତ୍ର ଛାତ୍ରୀ ମାନଙ୍କୁ ପଢ଼ାଯାଇଥାଏ । ମାତ୍ର ଏହି କୋଚିଂ ସେଣ୍ଟର ରେ ପଢ଼ୁଥିବା ଜଣେ ଛାତ୍ରୀ ଙ୍କୁ ନେଇ କୋଚିଂ ସେଣ୍ଟର ପରିଚାଳକ କିଶୋର ଚନ୍ଦ୍ର ବାରିକ ଫେରାର ହୋଇ ଯାଇଛନ୍ତି । କିଶୋର ବିବାହିତା । ସେ ଗତ ଏକ ବର୍ଷ ତଳେ ବିବାହ କରିଥିଲେ ।  କିଶୋର ଭଲପାଉଥିବା ଏହି ଛାତ୍ରୀ ଙ୍କର  ବାହାଘର ପାଇଁ ସ୍ଥିର ହୋଇଥିବା ଜାଣି କିଶୋର ତାଙ୍କୁ ନେଇ ଫେରାର ହୋଇ ଯାଇଥିବା ଚର୍ଚ୍ଚା ହେଉଛି । ଅନ୍ୟ ପାର୍ଶ୍ୱରେ କିଶୋର ସ୍ଥାନୀୟ ବିଏସ କଲେଜ ରେ କ୍ଳର୍କ ଭାବେ କାର୍ଯ୍ୟ କରନ୍ତି । ଗତ ୪ଦିନ ଧରି କଲେଜ ରେ କିଶୋର ଙ୍କ ଅନୁପସ୍ଥିତି ଏହି ଘଟଣାଏହାର ପରିଚାଳନା
Ad2
Leave A Reply