Odisha news

ଆରିଆ ଗୃପ ଫାଉଣ୍ଡେସନ ପକ୍ଷରୁ ବୃଦ୍ଧାଶ୍ରମରେ ଦାନ ଉତ୍ସବ ଅନୁଷ୍ଠିତ

0
କେନ୍ଦୁଝର : ବଡବିଲ ମାଟକାମବେଡା ସ୍ଥିତ ଆରିୟା ଗ୍ରୃପ ଫାଉଣ୍ଡେସନ ପକ୍ଷରୁ ଯୋଡା ସ୍ଥିତ ବୃଦ୍ଧାଶ୍ରମ ବିଭିନ୍ନ  ଆବଶ୍ୟକୀୟ ସାମଗ୍ରୀ ଦାନ ଉତ୍ସବ ଅବସରରେ ବଣ୍ଟନ କରାଯାଇଛି । ଆଲୁମୁନିୟମ ଟ୍ରଙ୍କ,ବେଡସିଟ,ତକିଆ ଖୋଳ,ଫଳ ଏବଂ ବିସ୍କୁଟ ବଂଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଆରିୟା ଷ୍ଟିଲ ଅପରେସନ ହେଡ ଡକ୍ଟର ଚୈତନ୍ୟ ଚରଣ ଗିରି,ଏଜିଏମ୍ ଏଚ୍‌ଆର ଡକ୍ଟର ପ୍ରଦ୍ୟୁମ୍ନ ବିଦ୍ୟାଧର,ସ୍ୱାତୀ ସୁରଜ ପ୍ରସାଦ,ପରଚେଜ ହେଡ ସନ୍ଦେଶ ସିଂ,ସେଫଟି ହେଡ ଅନିଲ ମିଶ୍ର,ଆକାଉଣ୍ଟସ୍ ହେଡ ବ୍ରହ୍ମାନନ୍ଦ ଓଝା,ମ୍ୟାନେଜର କର୍ପୋରେଟ ଆଫେୟାର୍ସ ବିଭୂତି ଭୂଷଣ ମହାନ୍ତି,ସିଏସ୍‌ଆର ସୁକାନ୍ତ ଉପାଧ୍ୟୟ,ଅଭୟ ଜୋଜୋ,ଅଜିତ୍ ପ୍ରତାପ ସିଂ,ସିକୁୁ୍ୟରିଟିି ହେଡ ଆନନ୍ଦ କୋବିନ୍ଦ ପ୍ରମୁଖ ଉପସ୍ଥିତ ଥିଲେ
Nalco
Leave A Reply