ଗରିବ ଛାତ୍ରଙ୍କ ପାଠ ପଢିବା ପାଇଁ ସହାୟତାର ହାତ ବଢାଇଲା ଆନ୍ତର୍ଜାତିକ ମାନବାଧିକାର ସଂସ୍ଥା
ଓଳାଭର କଲେଜରେ ପାଠ ପଢ଼ିବ ଓମ୍
ରାଜକନିକା ୧୯/୮ କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ବ୍ଲକ ଅନ୍ତର୍ଗତ ନମତରା ଗ୍ରାମର ଓମ୍ ସାମନ୍ତରାୟଙ୍କର ଅର୍ଥ ଅଭାବରୁ ଆଉପାଠ ପଢ଼ାରେ ଡୋର ବନ୍ଧାହେବ ନାହିଁ।ଅନ୍ୟ ପିଲାଙ୍କ ଭଳି ସେ ମଧ୍ୟ କଲେଜରେ ପାଠ ପଢ଼ିବ। ଏଥିପାଇଁ ଆଜି ଆନ୍ତର୍ଜାତୀୟ ମାନବାଧିକାରକମିଶନ ଫେଡେରେସନ କେନ୍ଦ୍ରାପଡ଼ା ଜିଲ୍ଲା ଏକଜିଟ୍ୟୁଭ୍ ନଳିନୀକାନ୍ତପୃଷ୍ଟି ଉକ୍ତ ସଂସ୍ଥାର ଜାତୀୟ ସଭାପତି ନରେନ୍ଦ୍ର ଆରୋରାଙ୍କ ଦୃଷ୍ଟିଆକର୍ଷଣ କରିବା ପରେ ଏହି ଅନୁଷ୍ଠାନ ପକ୍ଷରୁ ଓମ୍ ଙ୍କ କଲେଜରେନାମ ଲେଖା ପାଇଁ ଆବଶ୍ୟକ ୬୦୦୦ ଟଙ୍କାର ଏକ ଚେକ୍ ଓମ୍ ଙ୍କପରିବାରକୁ ପ୍ରଦାନ କରାଯାଇଛି।ଏହାଛଡା ପ୍ରତିମାସ ପଢା ଖର୍ଚ୍ଚ ନିମନ୍ତେ୫୦୦ ଟଙ୍କା ଯୋଗାଇ ଦିଆଯିବା ବୋଲି ସୂଚନା ମିଳିଛି।ଏସମ୍ପର୍କରେପ୍ରଥମେ ଓଳାଭର କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ହଳଧର ବେହେରାଙ୍କ ଦୃଷ୍ଟିଆକର୍ଷଣ କରିବା ପରେ ଶ୍ରୀବେହେରା ଓମ୍ ଙ୍କୁ କଲେଜକୁ ଡାକି ନାମଲେଖା ପାଇଁ ଆବଶ୍ୟକୀୟ ଫର୍ମ ପୂରଣ ଅନ୍ ଲାଇନରେ କରାଯାଇଥିବାର ଜଣାପଡ଼ିଛି। ଓମ୍ ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷାରେକୃତକାର୍ଯ୍ୟ ହୋଇ ବି ଅଭାବ ଅନାଟନ ଯୋଗୁଁ ପାଠପଢିବାକୁ ଇଛା ଥିଲେ ପଢି ପାରି ନ ଥିଲେ।ଯେହେତୁ ମାଆ ବାରଘରେ କାମଧନ୍ଦାକରିପରିବାର ଚଳାଉ ଥିଲେ ବି ପାଠ ପଢ଼ାଇବା ତାଙ୍କ ପାଇଁ କାଠିକର ପାଠଥିଲା।ଆଜି ସହାୟତାର ହାତ ବଢାଇଥିବା ଅନୁଷ୍ଠାନରଜିଲ୍ଲା ଏକଜିଟ୍ୟୁଭ ଓଳା