Odisha news

ବଜ୍ରପାତରେ ଚାଲିଗଲା ବାପ ପୁଅ ଙ୍କ ଜୀବନ

0
ପାରାଦୀପ :  ବଜ୍ରପାତରେ ଚାଲିଗଲା ବାପ ପୁଅଙ୍କ ଜୀବନ | ଗଛ କାଟି ଘରକୁ ଏକ ବାଇକ Or 21 D-4411 ନମ୍ବର ବିଶିଷ୍ଟ ବାଇକ ରେ ଘରକୁ ଫେରୁଥିବା ବେଳେ  କାକଟପୁର ବ୍ଲକ ସୁନୀଦା ନିକଟରେ ତାଙ୍କ ଉପରେ ବଜ୍ରାଘାତ ହେବାରୁ ବାପ ପୁଅ ଙ୍କର ଘଟଣା ସ୍ଥଳରେ ହିଁ ମୃତ୍ଯୁ ଘଟିଛି  | ବାପ ପୁଅ ନାଉଗାଁ ବ୍ଲକ ଅନ୍ତର୍ଗତ ଶିଖର ମଠକୂଳ ଗ୍ରାମ ର ସାହାଜୀ କାଣ୍ଡି ଏବଂ ପୁଅ ଅମନ କାଣ୍ଡି ବୋଲି ସୂଚନା ମିଳିଛି  | ଖବର ଲେଖାହେବା ବେଳକୁ ବାପ ପୁଅ ଙ୍କ ମୃତ୍ ଶରୀର ସେହି ଜାଗାରେ ପଡିଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନାହିଁ  |
Nalco
Leave A Reply