Odisha news

ହିଙ୍ଗୁଳା ମନ୍ଦିର ନିର୍ମାଣ ନିମନ୍ତେ ଶ୍ରଦ୍ଧାଳୁଙ୍କ ଅର୍ଥଦାନ

0

ତାଳଚେର ତା-୨୯/୦୩  ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିରୂପା ମା’ହିଙ୍ଗୁଳାଙ୍କ ପରିକଳ୍ପିତ ନୂତନ ଭବ୍ୟ ମନ୍ଦିର ନିର୍ମାଣ ନିମନ୍ତେ ଏନ୍‌ଟିପିସି, କଣିହାଁର କର୍ମଚାରୀମାନଙ୍କ ଦ୍ୱାରା ଅର୍ଥଦାନ କରାଯାଇଛି । ସୌମ୍ୟରଞ୍ଜନ ସାହୁଙ୍କ ସମେତ ୧୬ଜଣ ଏନ୍‌ଟିପିସି କର୍ମଚାରୀ ଏକ ଲକ୍ଷ ଅଠସ୍ତରୀ ହଜାର ଟଙ୍କା ମନ୍ଦିର ପାଣ୍ଠିକୁ ଦାନ କରିଛନ୍ତି । ତାଙ୍କ ଏହି ମହତକାର୍ଯ୍ୟକୁ ନେଇ ତାଳଚେର ଅଂଚଳରେ ବେଶ ପସଂଶାର ପାତ୍ର ହୋଇ ପାରିଛନ୍ତି ଏବଂ ଏନ୍‌ଟିପିସି, କଣିହାଁର କର୍ମଚାରୀମାନେ ଏଥିନେଇ ସେମାନଙ୍କୁ ଧନ୍ୟାବଦ୍ ଜ୍ଞାପନ କରିଛନ୍ତି ।

Leave A Reply