ଆମ ସନାତନ ଧର୍ମ ରେ ସାଧୁ ସନ୍ଥ ମାନଙ୍କର ଅନେକ ଗୁଡ଼ିଏ ସଂଗଠନ ରହିଛି । ଏହି ସାଧୁ ସନ୍ଥ ମାନଙ୍କର ଜୀବନ ଯାପନ ପ୍ରଣାଳୀ ଓ ଭଗବାନ ଙ୍କ ଆରାଧନା ରେ ଖୁବ୍ ଅନ୍ତର ରହିଛି । କିଛି ସାଧୁ ସନ୍ଥ ସାଧାରଣ ଲୋକଙ୍କ ମଧ୍ୟରେ ବସବାସ କରୁଥିବା ବେଳେ , ଆଉ କିଛି ଜଙ୍ଗଲ , ପାହାଡ ଓ ଗୁମ୍ଫା ରେ ରହି ଈଶ୍ୱର ଙ୍କ ଆରାଧନା କରି ଥାଆନ୍ତି ଏବଂ ମାଘ ମାସରେ ମହାକୁମ୍ଭ ମେଳା ଭଳି ବିଶେଷ ସମୟରେ ବାହାରକୁ ଆସି ଥାଆନ୍ତି ଓ ମେଳା ସରିବା ମାତ୍ରକେ ଖୁବ୍ ଶୀଘ୍ର ନିଜ ସ୍ଥାନକୁ ଚାଲି ଯାଇ ଥାଆନ୍ତି । କିନ୍ତୁ ସାଧୁ ସନ୍ଥ ଙ୍କୁ ଆମେ ସାଧାରଣ ଭାବରେ ଦେଖିଛୁ ସେମାନେ ଅବିବାହିତ ରହି ଥାଆନ୍ତି ଓ ବ୍ରହ୍ମଚର୍ଯ୍ୟ ପାଳନ କରି ଥାଆନ୍ତି । କିନ୍ତୁ ସାଧୁ ସନ୍ଥ ମାନଙ୍କର ଏଭଳି ଗୋଟିଏ ସଂଗଠନ ରହିଛି ଯିଏ କି ବିବାହ ନକରି ମହିଳାଙ୍କ ସହିତ ସମ୍ବନ୍ଧ ସ୍ଥାପନ କରନ୍ତି , ଏପରିକି ମୃତ ଶରୀର ସହିତ ମଧ୍ୟ ସମ୍ବନ୍ଧ ସ୍ଥାପନ କରନ୍ତି ।
ସାଧୁ ସନ୍ଥ ଙ୍କ ଏହି ସଂଗଠନ ଅଘୋରୀ ବାବା ଭାବରେ ପରିଚିତ । ଅଘୋରି ବାବା ନିଜ ଶରୀର ରେ ପାଉଁଶ ଲେପନ କରନ୍ତି , ଦୀର୍ଘ ଜଟା ମସ୍ତକ ରେ ରଖନ୍ତି ଏବଂ ଜୀବଜନ୍ତୁ ଙ୍କ ଚମଡା କୁ ପରିଧାନ କରି ଥାଆନ୍ତି । ନିଜ ର ବିଶେଷ ଭେସଭୂଷା ପାଇଁ ଏହି ଆଘୋରୀ ବାବା ଲୋକଙ୍କର ଆକର୍ଷଣ ର କେନ୍ଦ୍ର ବିନ୍ଦୁ ହୋଇ ଥାଆନ୍ତି । ଏହାଛଡା ଏମାନଙ୍କ ଜୀବନ ଶୈଳୀ ଓ ଈଶ୍ୱରଙ୍କୁ ପ୍ରାର୍ଥନା କରିବାର ଶୈଳୀ ସମ୍ପୂର୍ଣ ଅଲଗା ହୋଇଥାଏ ।
ଏହି ଆଘୋରି ବାବା ଶ୍ମଶାନ ରେ ରହି ଥାଆନ୍ତି , ଶବ ସହିତ ସମ୍ବନ୍ଧ ସ୍ଥାପନ କରନ୍ତି । ମାନ୍ୟତା ଅନୁସାରେ କୁହାଯାଏ ଯେ ଯେତେବେଳେ ସମ୍ବନ୍ଧ ସ୍ଥାପନ କରନ୍ତି ସେତେବେଳେ ଶିବ ଭକ୍ତିରେ ଲିନ ହୋଇ ପାରିବେ ଓ ମହାଦେବ ଙ୍କୁ ଆରାଧନା କରି ପାରିବେ ।
ସବୁଠୁ ଆଶ୍ଚର୍ଯ୍ୟ ର କଥା ହେଲା ମହିଳା ମାନଙ୍କ ସହିତ ଶାରିରୀକ ସମ୍ବନ୍ଧ ରଖିବା ତାହା ପୁଣି ମହିଳାଙ୍କ ମାସିକ ଋତୁସ୍ରାବ ସମୟରେ । ଅଘୋରୀ ବାବା ଙ୍କ ମାନ୍ୟତା ଅନୁସାରେ ରଜ ସୂଳ ମହିଳାଙ୍କ ସହିତ ସମ୍ବନ୍ଧ ରଖିବା ଦ୍ଵାରା ତନ୍ତ୍ର ଶକ୍ତି ଖୁବ୍ ପ୍ରଭାବଶାଳୀ ହୋଇଥାଏ ।
ଅଘୋରୀ ବାବା ଙ୍କ ମତ ଅନୁସାରେ ଶବ ସହିତ ସମ୍ବନ୍ଧ ସ୍ଥାପନା କରିବା ତାଙ୍କ ଶିବ ଆରାଧନା ର ଗୋଟିଏ ଉପାୟ । ଏହି କାରଣରୁ ସାଧୁ ସନ୍ଥ ମାନଙ୍କର ଏହି ଅଘୋରୀ ବାବା ସଂଗଠନ ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ କରି ନଥାଆନ୍ତି । ଅଘୋରୀ ବାବା ମାନେ କୁକୁର କୁ ଖୁବ୍ ଭଲ ପାଇ ଥାଆନ୍ତି , ସେଥିପାଇଁ ସେ ନିଜ ସହିତ ସବୁବେଳେ କୁକୁର ରଖି ଥାଆନ୍ତି ।
