Odisha news

ବିବାହ ବିଚ୍ଛେଦ ପରେ ଏହି ସୁନ୍ଦରୀଙ୍କ ପ୍ରେମ ଜାଲ ରେ ପଡିଛନ୍ତି ହନି ସିଂ

0

ମୁମ୍ବାଇ : ପ୍ରସିଦ୍ଧ ରା଼ପ ସିଙ୍ଗର ହନି ସିଂ କୌଣସି ଅଲଗା ପରିଚୟ ର ଆବଶ୍ୟକ କରି ନଥାଆନ୍ତି l ନିଜର ରିଆପ ଷ୍ଟାଇଲ ଓ ସୁନ୍ଦର ସଂଗୀତ ପରିବେଷଣ ଯୋଗୁଁ ସେ ବଲିଉଡ ରେ ନିଜର ଗୋଟିଏ ବିଶେଷ ସ୍ଥାନ ସୃଷ୍ଟି କରିଛନ୍ତି l  କିନ୍ତୁ ଗତ କିଛି ବର୍ଷ ତାଳରୁ ସେ ନିଜର ବ୍ୟକ୍ତିଗତ ଜୀବନ କୁ ନେଇ ଖୁବ ଚର୍ଚାରେ ରହି ଆସିଛନ୍ତି l  ଇତି ମଧ୍ୟରେ ହନିଙ୍କର ତାଙ୍କ ପତ୍ନୀ ଶାଳିନୀ ତଲୱାର ଙ୍କ ସହିତ ବିବାହ ବିଚ୍ଛେଦ ହୋଇ ସାରିଛି l ଇତି ମଧ୍ୟରେ ସେ ଅଭିନେତ୍ରୀ ଟିନା ଠଡାନି ଙ୍କ ହାତ ଧରିଛନ୍ତି l  ନିକଟରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା l

ହନି ସିଂ ଙ୍କୁ ପୁନର୍ବାର ହେଲା ପ୍ରେମ –
ପୂର୍ବରୁ ଏହା ଆକଳନ ଲଗା ଯାଉଥିଲା ଯେ ହନି ସିଂ କାହା ସହିତ ପ୍ରେମ ରେ ପଡି ଥିବାରୁ ତାଙ୍କର ବିବାହ ବିଚ୍ଛେଦ ଘଟିଛି l  ରିଆପର କିଙ୍ଗ ବାସ୍ତବରେ ବର୍ତମାନ ନିଜର ନୂଆ ପ୍ରେମିକ ଙ୍କ ସହିତ ନିଜର ଜୀବନ ବିତାଇବା କୁ ଚାହୁଁଛନ୍ତି l  ନିକଟରେ ଇଷ୍ଟଣ୍ଟ ବଲିଉଡ ପକ୍ଷରୁ ନିଜର ଅଫିସିଆଲ ଇନ୍ସଟାଗ୍ରାମ ହ୍ୟାଣ୍ଡେଲ ଗୋଟିଏ ଲଟେଷ୍ଟ ଭିଡିଓ ସେୟାର କରାଯାଇ ଥିଲା l ଏହି ଭିଡିଓ ରେ ଦେଖିବାକୁ ମିଳିଥିଲା ହନି ସିଂ ନିଜର ନୂଆ ବାନ୍ଧବୀ ଟିନା ଙ୍କ ହାତ ଧରି ଚାଲି ଯାଉଥିଲେ l  ଏହି ଭିଡିଓ ଟି ଦିଲ୍ଲୀର ଗୋଟିଏ ଇଭେଣ୍ଟ ସମୟ ର ଅଟେ l  ଏହା ପ୍ରଥମ ମଉକା ଥିଲା ଯେବେକି ହନିସିଙ୍ଗ ନିଜର ରିଲେସନସିପି କୁ ନେଇ ଲାଇମ୍ ଲାଇଟ କୁ ଆସିଥିଲେ l  ବର୍ତମାନ ଉଭୟ ଙ୍କ ପ୍ରେମ ସମ୍ପର୍କ ଚର୍ଚାରେ ରହିଛି l

ଟିନା ପେଶାରେ ଜଣେ ମଡେଲ ଓ ଆକଟ୍ରେସ ଅଟନ୍ତି l ଏହାଛଡା ଟିନା ହନିସିଙ୍ଗ ଙ୍କ ସହିତ ପ୍ୟାରିସ କା ଟ୍ରିପ ଗୀତାରେ ମଧ୍ୟ ନଜର ଆସିଛନ୍ତି l  ଶୁଣିବାକୁ ମିଳିଥିଲା ଯେ ଏହି ଗୀତାପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ହେବାର ଶୁଣିବାକୁ ମିଳିଥିଲା l

Govt
Leave A Reply