Odisha news

ପୁତିନ ଙ୍କୁ ନେଇ ବାବା ଭେଙ୍ଗl ଙ୍କ ଭବିଷ୍ୟବାଣୀ, ଯଦି ସତ୍ୟ ହେଲା …….

0

ନୂଆଦିଲ୍ଲୀ : ରୁଷ ଓ ୟୁକ୍ରେନ ମଧ୍ୟରେ ଗତ ଦୀର୍ଘଦିନ ରୁ ଯୁଦ୍ଧ ଜାରୀ ରହିଛି ଓ ଇତି ମଧ୍ୟରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଘୋଷଣା ପରେ ଚାରିଆଡ ବ୍ୟସ୍ତତା ଛାଇ ଯାଇଛି l ପୁତିନ ଙ୍କ ଘୋଷଣା ପରେ ଲୋକେ ଦେଶ ଛାଡିବାକୁ ଚେଷ୍ଟା କରୁଛନ୍ତି l ଏହାପରେ ପୁନର୍ବାର ବୁଲଗେରିଆ ର ଭଵିଷ୍ୟଵାଵକ୍ତା ବାବା ବେଙ୍ଗା ଙ୍କର ରୁଷ ଓ ପୁତିନ ଙ୍କୁ ନେଇ ଭବିଷ୍ୟବାଣୀ ଚର୍ଚ୍ଚା ଜୋର ଧରିଛି l ବାବା ଭେଙ୍ଗା ଙ୍କ ଭବିଷ୍ୟବାଣୀ ଅନୁସାରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଦୁନିଆର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ନେତା ହେବେ ଓ ସାରା ବିଶ୍ୱ ଉପରେ ତାଙ୍କର ରାଜତ୍ୱ ଚାଲିବ l ଭବିଷ୍ୟବାଣୀ ରେ ରାଜା ଭେଙ୍ଗା କହିଛନ୍ତି ‘ସବୁ କିଛି ବରଫ ଭଳି ତରଳି ଯିବ, କିନ୍ତୁ ଗୋଟିଏ ଜିନିଷ ରହିବ ତାହା ହେଉଛି ଭ୍ଲାଦିମିର ଙ୍କ ଗୌରବ ଓ ରୁଷ ର ଗୌରବ l ‘

ଏହାଦ୍ୱାରା ଖୁବ ଅନେକ ଲୋକ ଏହାର ଶିକାର ହେବେ l କିନ୍ତୁ ରୁଷ କୁ କେହି ଅଟକାଇ ପାରିବେ ନାହିଁ l ଏହା ମଧ୍ୟ ଘଟିପାରେ ଯେ ସେ ବିଶ୍ୱର ସ୍ୱାମୀ ହୋଇ ପାରନ୍ତି l ମିଳିଥିବା ରିପୋର୍ଟ ଅନୁସାରେ ନିଜ ମୃତ୍ୟୁ ପୂର୍ବରୁ ବାବା ଭେଙ୍ଗl ରୁଷ କୁ ନେଇ ଭବିଷ୍ୟବାଣୀ କରି କହିଥିଲା କି ରୁଷ ବିଶ୍ୱର ଏକମାତ୍ର ମହାଶକ୍ତି ହେବ l ସେ ପରମାଣୁ ଅସ୍ତ୍ର ର ପ୍ରୟୋଗ ଓ ତୃତୀୟ ବିଶ୍ୱ ଯୁଧ କୁ ନେଇ ଭବିଷ୍ୟବାଣୀ କରିଥିଲେ l ବାବା ଭେଙ୍ଗା ଙ୍କର ଅନେକ ଭବିଷ୍ୟବାଣୀ ଆଜି ପର୍ଯ୍ୟନ୍ତ ସଠିକ ହୋଇଛି l ଦେଖାଯାଉ ଏହି ଭବିଷ୍ୟବାଣୀ ର ସତ୍ୟତା କଣ ହେଉଛି l

Nalco
Leave A Reply