Odisha news

ଧନ ଧାତ୍ରୀ ମା ଲଷ୍ମୀଙ୍କ ଆଗମନରେ ଚଳଚଞ୍ଚଳ ଢେଙ୍କାନାଳ ସହର

0
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ତାଲୁକା ଆଇନ ସେବା ସମିତିର ଜିଲ୍ଲା ଅଧକ୍ଷଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଲିଗାଲ ସର୍ଭିସ ଅଥରିଟି ଏବଂ କନ୍ଧମାଳ ଜିଲ୍ଲା ତାଲୁକା ଆଇନ ସେବା ସମିତି ସହଯୋଗରେ ବାଲିଗୁଡା ସ୍ଥିତ ବନବାସୀ ସେବା ସମିତି ର ସଭାଗୃହ ଠାରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଦୌରାଜର୍ଜ ତଥା ତାଲୁକା ଆଇନ ସେବା ସମିତିର ଅଧକ୍ଷ ଦିଲ୍ଲିପ କୁମାର ବିଶ୍ୱାଳ ଯୋଗ ଦେଇଥିବା ବେଳେ ଜିଲ୍ଲା ଆଇନ ପ୍ରାଧିକରଣର ସଚିବ ଅନୁଶିଳା ରଏ ,ବନବାସୀ ସେବା ସମିତିର ସହସମ୍ପାଦକ ରବିନ୍ଦ୍ର କୁମାର ପଣ୍ଡା,ସିସିଆଇ କାଉନସିଲର  ଅଦ୍ୱେଶ୍ୱା ମହାପାତ୍ର ଏବଂ ଅଶୋକ କୁମାର ପ୍ରଧାନ ପାରାଲିଗାଲ ସ୍ୱେଛାସେବୀ, ଡିିଏଲଏସ ଫୁଲବାଣୀ ପ୍ରମୁଖ ଉପସ୍ଥିତ ରହି  ମାନସିକ ରୋଗାଗ୍ରସ୍ତ ରୋଗୀମାନେ କିଭଳି ଭାବେ ନିଜର ମାନସିକ ସ୍ୱାସ୍ଥ୍ୟକୁ ଠିକ ଭାବରେ ବିନିଯୋଗ କରିପାରିବେ ସେଥିପ୍ରତି ବକ୍ତବ୍ୟ ରଖିଥିଲେ l ଏଥିରେ ଛାତ୍ରଛାତ୍ରୀ ସମେତ ଅନେକ ବୁଦ୍ଧିଜିବୀ ମାନେ ଉପସ୍ଥିତ ଥିଲେ ।
Nalco
Leave A Reply