Odisha news

ସଞ୍ଜ ନିଆଁରେ ଜଳି ଗଲେ ମହିଳା : ଅର୍ଦ୍ଧଦଗ୍ଧ ଅବସ୍ଥାରେ କ୍ୟାପିଟାଲ ହସପିଟାଲ ସ୍ଥାନାନ୍ତରିତ

0
ଗୋପ : ସଂଜ ଦେଉଥିବା ବେଳେ ସଂଜ ସଳିତା ନିଆଁରୁ ଜଳିଗଲେ ମହିଳା, ଅର୍ଦ୍ଧଦଗ୍ଧ ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରି ଗୋପ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତିହୋଇଛି।ଘଟଣା ଘଟିଛି ପୁରୀ ଜିଲ୍ଲା ଗୋପ ଥାନା ଗଣେଶ୍ୱରପୁର ଗ୍ରାମରେ। ଆଜି ବାପ ଘରୁ ବୁଲୁବୁଲୁ ମଲ୍ଲୀକ ବୟସ (୩୦) ଶାଶୂଘର ଗଣେଶ୍ୱରପୁର ଆସିଥିଲେ ତେବେ ସନ୍ଧ୍ୟାରେ ବୁଲୁବୁଲୁ ସନ୍ଧ୍ୟା ଦେବା ବେଳେ ସଂଜ ସାଳିତାରୁ ନିଆଁ ଲୁଗାରେ ଲାଗି ଯାଇଥିଲା ତେବେ ନିଆଁ ନିମିଶକ ମଧ୍ୟରେ ମହିଳାଙ୍କ ଶରୀ ଜଳି ଯାଇଥିଲା।ପରିବାର ଲୋକମାନେ ୧୦୮ ଆମ୍ବୁଲାନ୍ସରେ  ଗୋପ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ ତେବେ ମହିଳାଙ୍କ ଅବସ୍ଥା ସଂକଟା ପର୍ଣ୍ଣ ହେବାରୁ ଡାକ୍ତର ଭୁବନେଶ୍ୱର କ୍ୟାପିଟାଲ ହସପିଟାଲ ସ୍ତନତାର କରିଛନ୍ତି।ତେବେ ମହିଳାଙ୍କ ଦେହରେ କିପରି ନିଆଁ ଲାଗିଲା ଗୋପ ପୋଲିସି ତଦନ୍ତ କରୁଛି।
IEC 2 years
Leave A Reply