Odisha news

ବିଧାୟକ ଙ୍କ ଦ୍ୱାରା ପାନୀୟ ଜଳ ପ୍ରକଳ୍ପ ଉଦଘାଟିତ

0

ରଣପୁର…. ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅଧିନସ୍ଥ ଗୋପାଳପୁର ଠାରେ   ବିଧାୟକ ଶ୍ରୀ ସତ୍ୟ ନାରାୟଣ ପ୍ରଧାନ ଙ୍କ ଦ୍ୱାରା ଏକ ପାନୀୟ ଜଳ ପ୍ରକଳ୍ପ ର ଉଦଘାଟନ କରାଯାଇଛି ବିଧାୟକ ଶ୍ରୀ ପ୍ରଧାନ ଶନିବାର ମାଧ୍ୟାନ୍ନ ସମୟ ରେ ଗୋପାଳପୁର ପଞ୍ଚାୟତ ର ବାବା ନୀଳକଣ୍ଠେସ୍ୱର ମନ୍ଦିର ସମ୍ମୁଖରେ ଏକ  ମେଗା ସୋଲାର ପାନୀୟ ଜଳ ପ୍ରକଳ୍ପ ର ଲୋକାର୍ପର୍ଣ କରିଥିଲେ ଏହା ଦ୍ୱାରା ଗୋପାଳପୁର ପଞ୍ଚାୟତ ବାସି ବେଶ ଉପକୃତ ହେବା ସହ ବିଧାୟକ ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ଅନ୍ୟ ମାନଙ୍କ ମଧ୍ୟ୍ୟରେ ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ସରପଞ୍ଚ ଶରତ ଚନ୍ଦ୍ର ରଥ ରଞ୍ଜନ ଦାଶ ଯୁବ ନେତା ଲିଟୁ ସ୍ୱାଇଁ ଙ୍କ ସମେତ ବହୁ ଦଳୀୟ କର୍ମୀ ଯୋଗ ଦେଇଥିଲେ

Leave A Reply