ବିବାହ ପୂର୍ବରୁ କୁଣ୍ଡଳୀ ମିଳାଇବା ଗୋଟିଏ ଉପଯୁକ୍ତ ପରମ୍ପରା ବୋଲି ଗୁରୁଜନ ମାନେ ମତ ଦେଇ ଥାଆନ୍ତି । ଯେଉଁଥିରେ ଦେଖା ଯାଇଥାଏ ଯେ ଉଭୟ ଉଭୟ ଙ୍କ ପାଇଁ କେତେ ସଠିକ୍ ଯୋଡ଼ି । ଅଧିକାଂଶ ସମୟ ଦେଖା ଯାଇଥାଏ ଯେ ଅଧିକାଂଶ ବ୍ୟକ୍ତିଙ୍କ ର ବିବାହ ପରେ ହଟାତ୍ ଭାଗ୍ୟର ପରିବର୍ତ୍ତନ ହୋଇଥାଏ । ଏହା ପଛର କାରଣ ଜୀବନସାଥି ର ଭାଗ୍ୟ ବଳ ବୋଲି କୁହାଯାଏ।
* ଶାସ୍ତ୍ର ଅନୁସାରେ ଯେଉଁ କନ୍ୟା ମାନଙ୍କର ନାମ A ଅକ୍ଷର ରେ ଆରମ୍ଭ ସେମାନେ ଖୁବ୍ ଭାଗ୍ୟ ଶାଳୀ ଅଟନ୍ତି । ଏମାନେ ବିବାହ ପରେ ନିଜ ସ୍ଵାମୀଙ୍କ ପାଇଁ ଖୁବ୍ ଲକି ହୋଇ ଥାଆନ୍ତି ।
* ଏହା ବ୍ୟତୀତ L ଅକ୍ଷର କନ୍ୟା ମାନେ ମଧ୍ୟ ଖୁବ୍ ଭାଗ୍ୟବତୀ ହୋଇ ଥାଆନ୍ତି । ଏମାନଙ୍କ ଉପରେ ମା ଲକ୍ଷ୍ମୀ ଙ୍କ ର ବିଶେଷ କୃପା ରହିଥାଏ । ଏମାନେ ଧନ ସମ୍ବନ୍ଧୀୟ ଯେ କୌଣସି ଅସୁବିଧା ହେଉଥାଉ ନା କାହିଁକି ତାହାକୁ ସହଜରେ ଏଡାଇ ଯାଇ ଥାଆନ୍ତି ।
* D ଅକ୍ଷର କନ୍ୟା ମାନେ ନିଜ ସ୍ବାମୀଙ୍କୁ ଖୂଷି ରଖିବା ପାଇଁ ଯଥା ସମ୍ଭବ ଚେଷ୍ଟା କରି ଥାଆନ୍ତି । ଏମାନେ ସମ୍ପର୍କ ମଧୁର ଭାବରେ ସ୍ଥାପନ କରି ଥାଆନ୍ତି । ନିଜ ବ୍ୟବହାର ଦ୍ଵାରା ସମସ୍ତଙ୍କୁ ଆକର୍ଷିତ କରି ଥାଆନ୍ତି । ଏମାନଙ୍କ ସ୍ବାମୀ ନିଜ କ୍ୟାରିଅର ରେ ଖୁବ୍ ଉନ୍ନତି କରି ଥାଆନ୍ତି ।

Comments are closed.