Odisha news

ନବରାତ୍ରୀ ରେ କରନ୍ତୁ ଏହି ସବୁ ଉପାୟ : ମା ଦୁର୍ଗା ଙ୍କ କୃପାରୁ ଦୁରହେବ ପଇସାର ଅସୁବିଧା

ନବରାତ୍ରୀ ର ୯ଟି ଦିନକୁ ଖୁବ୍ ଶୁଭ ବୋଲି କୁହାଯାଏ । କାରଣ ଏହି ୯ଦିନ ମା ଦୁର୍ଗା ଧରାପୃଷ୍ଠ କୁ ତାଙ୍କ ଭକ୍ତ ମାନଙ୍କ ର ଦୁଃଖ ଦୂର କରିବାକୁ ଆସି ଥାଆନ୍ତି । ଏହି ନବରାତ୍ରିରେ ଧନ ପ୍ରାପ୍ତି ପାଇଁ ଆପଣ ଏପରି କିଛି ଟା ଉପାୟ ଗ୍ରହଣ କରିବା ଦ୍ୱାରା ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହେବ ।
– ମା ଦୁର୍ଗା ଙ୍କ ନିକଟରେ ନାଲି ପତାକା ଅର୍ପଣ କରନ୍ତୁ ସମସ୍ତ ମନସ୍କାମନା ପୂର୍ଣ୍ଣ ହେବ ।
– ଯଦି ଆପଣଙ୍କ ର କୌଣସି କାମ ଅଟକି ରହିଛି ତେବେ ନବରାତ୍ରୀ ରେ ମା ଙ୍କ ନିକଟରେ ୫ପ୍ରକାରର ଫଳ ନାଲି ଓଢ଼ନୀ ରେ ରଖି ଅର୍ପଣ କରନ୍ତୁ । ଏହାଦ୍ବାରା ଆପଣଙ୍କ ଅଟକି ଥିବା କାର୍ଯ୍ୟ ହୋଇଯିବ ।
– ନବରାତ୍ରୀ ର ନଅଦିନ ପର୍ଯ୍ୟନ୍ତ ହନୁମାନଙ୍କୁ ବିଡ଼ିଆ ପାନ ଚଢାନ୍ତୁ । ଏପରି କଲେ ଆପଣଙ୍କ ସମସ୍ତ ମନୋସ୍କାମନା ପୁରଣ ହେବ ।
– ଘରୁ ନକାରାତ୍ମକ ଶକ୍ତି କୁ ଦୁର କରିବା ପାଇଁ ୯ଦିନ ପର୍ଯ୍ୟନ୍ତ ମାଙ୍କ ନିକଟରେ ଘିଅ ଦ୍ଵିପ ରେ ଲବଙ୍ଗ ଅର୍ପଣ କରନ୍ତୁ । ଘରେ ଶାନ୍ତି ରହିବ ।
– ଧନ ସମୃଦ୍ଧି ପାଇଁ ନବରାତ୍ରୀ ରେ ରୂପା ର ସତ୍ୱିକ, ହାତୀ , କଳସ କିମ୍ବା ଶ୍ରୀ ଯନ୍ତ୍ର କିଣି ଯେ କୌଣସି ଗୋଟିଏ ଜିନିସ ରଖି ଦିଅନ୍ତୁ । ୯ ଦିନ ପରେ ଏହାକୁ ଗୋଟିଏ ଗୋଲାପି କପଡ଼ା ରେ ରଖି ପଇସା ରଖୁଥିବା ସ୍ଥାନରେ ରଖନ୍ତୁ । ପଇସା ସମସ୍ୟା ଦୂର ହେବ ।
– ନବରାତ୍ରୀ ରେ କନ୍ୟା ପୂଜନ କରାନ୍ତୁ ଏହାଦ୍ବାରା ମାନ ସମ୍ମାନ ମିଳିଥାଏ ।

Comments are closed.