କଣ ଯୌନ ସମ୍ବନ୍ଧ ରଖିବା ପୂର୍ବରୁ ଓ ପରେ ଆପଣ ହାତ ଧୋଇବା ଆବଶ୍ୟକ କି । ଏହି ପ୍ରଶ୍ନ ଟି ଆପଣଙ୍କୁ ବିରକ୍ତ ଲାଗୁଥିଲେ ମଧ୍ୟ ସେକ୍ସ୍ ଏକ୍ସପର୍ଟ ମାନେ ଏହାକୁ ଗୁରୁତ୍ବ ଦେଇଛନ୍ତି ।
ସେକ୍ସ୍ ଏକ୍ସପର୍ଟ ଙ୍କ ମତରେ ଯୌନ ସମ୍ବନ୍ଧ ରଖିବା ପୂର୍ବରୁ ଉଭୟ ସ୍ବାମୀ ଓ ସ୍ତ୍ରୀ ସଫା ସୁତୁରା ରହି ଯୌନ ସମ୍ବନ୍ଧ ରଖିବା ଉଚିତ୍ । ଉଭୟ ପାର୍ଟନର ଯଦି ନିଜକୁ ସଫା ସୁତୁରା ରଖିବେ ତେବେ ଗୋଟିଏ ସୁରକ୍ଷିତ ଯୌନ ସମ୍ବନ୍ଧ ରଖି ପାରିବେ । ମନୋ ବିଜ୍ଞାନୀ ମାନଙ୍କ ମତରେ ଯଦି ଆପଣ ଯୌନ ସମ୍ବନ୍ଧ ରଖୁଛନ୍ତି ତେବେ ନିଜକୁ ବିଭିନ୍ନ ସଂକ୍ରମଣ ରୁ ରକ୍ଷା କରି ପାରିବେ ।
– ଯୌନ ସମ୍ବନ୍ଧ ରଖିବା ପୂର୍ବରୁ ପୁରୁଷ ଓ ମହିଳା ନିଜର ସମ୍ବେଦଶୀଳ ଅଙ୍ଗକୁ ଠିକ୍ ଭାବରେ ସଫା କରିବା ଉଚିତ୍ ।
– ଯୌନ ସମ୍ବନ୍ଧ ପୂର୍ବରୁ ନିଜକୁ ନିଜେ ମାନସିକ ଚାପ ରୁ ଦୂରେଇ ରଖନ୍ତୁ । କାରଣ ମାନସିକ ଚାପ ଯୌନ ସମ୍ବନ୍ଧ ଉପରେ ନକାରାତ୍ମକ ପ୍ରଭାବ ପକାଇ ଥାଏ ଓ ଆପଣଙ୍କ ପାର୍ଟନର କୁ ମଧ୍ୟ ଅସୋନ୍ତସ କରିଥାଏ ।
– ସମ୍ବନ୍ଧ ରଖିବା ପରେ ମଧ୍ୟ ଉଭୟ ପତି ପତ୍ନୀ ଙ୍କ ମଧ୍ୟରେ ଭଲ ଭାବନା ରହିବା ଆବଶ୍ୟକ ଏବଂ ଉଭୟ ସ୍ବାମୀ ସ୍ତ୍ରୀ ପୁନର୍ବାର ନିଜକୁ ସଫା ସୁତୁରା କରିବା ଉଚିତ୍।
– ଯଦି ସଫା ସୁତୁରା ହେବେ ନାହିଁ ତେବେ ଦୁର୍ଗନ୍ଧ ଦ୍ଵାରା ହାନିକାରକ ଜୀବାଣୁ ଆପଣଙ୍କୁ କ୍ଷତି ଘଟାଇ ପାରନ୍ତି ।
– ନଚେତ୍ ବେଳେ ବେଳେ ଦୁର୍ଗନ୍ଧ ଉପୁଜି ବିଭିନ୍ନ ହାନି ହୋଇପାରେ । ଯାହା ଦ୍ଵାରା ଆମେ ଅନେକ ଚର୍ମ ରୋଗରେ ଆକ୍ରାନ୍ତ ହୋଇ ଥାଉ ।
Comments are closed.