ନୂଆପଡା-୨୭/୭ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) ବୋଡେ଼ନ ବ୍ଲକ ସଦର ଠାରେ କଂଗ୍ରେସ କମିଟିର ବୈଠକ ଅନୁଷ୍ଠିତ ହୋଇଅଛି। ହୀରାଲାଲ ମାଝୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଯୋଗ ଦେଇ କଂଗ୍ରେସ କମିଟିର ସାଙ୍ଗଠନିକ କମିଟି ମଜଭୁତ କରିବା ସହ ତୃଣମୂଳ ସ୍ତରରେ କାର୍ଯ୍ୟକର୍ତ୍ତାମାନେ କାମ କରିବା ଆବଶ୍ୟକ ରହିଅଛି। ସଭାରେ ବହୁ କଂଗ୍ରେସ ନେତୃମଣ୍ଡଳୀ ଯୋଗ ଦେଇଥିବା ବେଳେ କର୍ମୀମାନେ ଉତ୍ସାହ ସହ ଆଗାମୀ ଦିନରେ ତୃଣମୂଳ ସ୍ତର ରେ କାର୍ଯ୍ୟ କରିବାକୁ ଆହ୍ବାନ ଦେଇ ଉତ୍ସାହିତ କରିଥିଲେ।
Comments are closed.