ନୂଆଦିଲ୍ଲୀ : ଗୋଟିଏ ମା ପାଇଁ ତାର ଛୁଆ କେତେ ମହତ୍ତ୍ୱପୂର୍ଣ୍ଣ ତାହା ସମସ୍ତେ ଜାଣିଛନ୍ତି । ଛୁଆକୁ ଯଦି ଟିକିଏ ଆଘାତ ଲାଗିଥାଏ ତେବେ ଏହାର ଯନ୍ତ୍ରଣା ମାକୁ ହୋଇଥାଏ ।ବେକିଷ୍ଟେଲ୍ ନାମକ ଜଣେ ୨୪ବର୍ଷୀୟା ମହିଳା ନିଜ ୧୦ ମାସ ପୁଅ ହର୍ବର ପୋଷାକ ବଦଲଉଥିବା ବେଳେ ଶିଶୁଟିର ତଳୁ ଉପରେ ଗୋଟିଏ ଗାତ ଦେଖିଲେ । ଏହି ଘଟଣାଟି ବ୍ରିଟେନ ରୁ ଆସିଛି ।ଏହି ଘଟଣାର ସତ୍ୟତା ଆପଣଙ୍କୁ ଯେତିକି ଆଶ୍ଚର୍ଯ୍ୟ କରିବ ସେତିକି ହସାଇବ ମଧ୍ୟ ।ମହିଳା ଜଣଙ୍କ କହିଲେ ମୁଁ ତାର ତାଳୁରେ ସେହି ଗାତ କୁ ଦେଖି ଭୟ ପାଇ ଗଲି ଓ ଛୁଇଁବାକୁ ଚେଷ୍ଟାକଲି ।

Comments are closed.