Odisha news

ଗର୍ବି ଓ ଅହଙ୍କାରୀ ହୋଇଥାନ୍ତି ଏହି ଜନ୍ମ ତାରିଖର ବ୍ୟକ୍ତି ମାନେ : ତାଙ୍କର ଏହି ବିଶେଷତା ତାଙ୍କୁ କରିଥାଏ ଧନବାନ

ମଣିଷର କାରିତ୍ର ଓ ପ୍ରକୃତି ସହିତ ଜନ୍ମ ତାରିଖର କିଛିନା କିଛି ସମାଜସ୍ୟ ରହିଛି ।ମାସର ୪,୧୩,୨୨ ଓ ୩୧ ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତି ମାନଙ୍କର ମୂଲ୍ୟଙ୍କ ୪ ଅଟେ ।ଏହି ଅଙ୍କର ସ୍ବାମୀ ରହୁ ଗ୍ରହ ଅଟନ୍ତି ।ଏହି ମୁଲ୍ୟଙ୍କ ବ୍ୟକ୍ତିଙ୍କ ଶୋଭାବ ସବୁବେଳେ ବିଭିନ୍ନ ବିଷୟରେ ତଥ୍ୟ ସଂଗ୍ରହ କରିବାକୁ ପସନ୍ଦ କରିଥାନ୍ତି । ଏହି ଅଙ୍କର ବ୍ୟକ୍ତି ମାନେ ଅହଙ୍କାରୀ ଓ ଗର୍ବି ହୋଇଥାନ୍ତି ।କିନ୍ତୁ ନିଜର ସାହାସ ଓ ବ୍ୟବହାରରେ କୁଶଳ ହୋଇଥିବା କାରଣରୁ ଜୀବନରେ ଧନ ଅର୍ଜନ କରି ପାରନ୍ତି ।

* ଏହି ସଂଖ୍ୟାର ବ୍ୟକ୍ତି ସଂଘର୍ଷ ଶିଳ ହୋଇଥାନ୍ତି ଓ ସବୁବେଳେ କିଛି ଏପରି କାର୍ଯ୍ୟ କରିଥାନ୍ତି ଯାହାକୁ ଦେଖି ଅନ୍ୟମାନେ ଆଶ୍ଚର୍ଯ୍ୟ ହୋଇ ଯାଆନ୍ତି ।
* ଏହି ସଂଖ୍ୟାର ବ୍ୟକ୍ତି ସମସ୍ତ ଅସୁବିଧା ସତ୍ତ୍ୱ ନିଜର ଆର୍ଥିକ ସ୍ଥିତିକୁ ସୁଦୃଢ଼ ରଖିଥାନ୍ତି । ଏମାନେ ନିଜର ସୁଖ ସୁବିଧାକୁ ନେଇ ସବୁବେଳେ ସଚେତନ ଅଟନ୍ତି ।
* ଏଭଳି ଲୋକ ମାନେ କାହାରି ସହିତ ହତଥ୍ ମିଶି ପାରନ୍ତି ନାହିଁ ।ଏମାନଙ୍କର ମିତ୍ରସଂଖ୍ୟା ଖୁବ୍ କମ୍ ଅଟେ ଏବଂ ନିଜ ମିତ୍ରପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ଥାଆନ୍ତି ।
* ଏହି ସଂଖ୍ୟାର ବ୍ୟକ୍ତି ମାନେ ନିଜ ମନର ଭାବନାକୁ ଖୁବ୍ ଭଲରେ ଲୁଚାଇ ପାରନ୍ତି । ତାଙ୍କ ମନରେ କଣ ଚାଲିଛି ତାହା କେହି ବୁଝିବା ଅସମ୍ଭବ ଅଟେ ।ଏମାନେ ନିଜ ମନକଥା ସିଧା ସଳଖ ମୁହଁ ଉପରେ କୁହନ୍ତି ,ତାଙ୍କର କୌଣସି ଫରକ ପଡ଼େ ନାହିଁ ସାମ୍ନା ଲୋକ ତାଙ୍କୁ ନେଇ କଣ ଚିନ୍ତା କରୁଛି ।
* ଏହି ବ୍ୟକ୍ତି ମାନେ ପ୍ରେମ ସମ୍ବଧରେ ଏତେଟା ସ୍ଥିର ନୁହଁନ୍ତି କିନ୍ତୁ ଏମାନଙ୍କର ବୈବାହିକ ଜୀବନ ଭଲରେ ବିତିଥାଏ ।ଯାହା ମନରେ ଜିଦିଧରି ବାସନ୍ତୀ ତାହା ପୁରା କରିଥାନ୍ତି ।
Nalco

Comments are closed.