Odisha news
Daily Archives

May 14, 2026

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି ରୁଷର ବୈଦେଶିକ ମନ୍ତ୍ରୀ

ଋଷ ସଂଘର ବୈଦେଶିକ ମନ୍ତ୍ରୀ, ମହାମହିମ ଶ୍ରୀ ସର୍ଗେ ଲାଭରୋଭ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି।ଡିସେମ୍ବର ୨୦୨୫ରେ ୨୩ତମ ଭାରତ - ରୁଷ ବାର୍ଷିକ ଶିଖର ସମ୍ମିଳନୀ ପାଇଁ ଦୁଇ ନେତାଙ୍କ…
Read More...

୨୦୨୫ ବର୍ଷ ପାଇଁ ଓଡ଼ିଶାକୁ ମିଳିବ ୫ଟି ଜାତୀୟ ପଞ୍ଚାୟତ ପୁରସ୍କାର

କେନ୍ଦ୍ର ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ପଞ୍ଚାୟତ ପୁରସ୍କାର ୨୦୨୫ ଘୋଷଣା କରାଯାଇଛି । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ଏବଂ ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ…
Read More...

ବିଜେପି ସରକାର ଗଠନ କରିବାର ଦୁଇ ବର୍ଷ ପୂର୍ତ୍ତି : ନିରାଡମ୍ବର ଭାବେ ଜୁନ୍‌ ୧୨ରୁ ୨୧ ତାରିଖ ଯାଏଁ ରାଜ୍ୟରେ ପାଳନ…

ଜୁନ୍‌ ମାସରେ ରାଜ୍ୟରେ ଭାରତୀୟ ଜନତା ପାର୍ଟି (ବିଜେପି) ସରକାର ଗଠନ କରିବାର ଦୁଇ ବର୍ଷ ପୂର୍ତ୍ତି ହେଉଛି। ଏହି ଅବସରରେ ଜୁନ୍‌ ୧୨ରୁ ୨୧ ତାରିଖ ଯାଏଁ ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ପାଳନ କରାଯିବ। ତେବେ ଏହି…
Read More...

କଳା କୋଟ ଧଳା ଶାଢ଼ୀ , ଓକିଲ ବେଶରେ କୋର୍ଟ ରେ ପହଁଚିଲେ ମମତା ବାନାର୍ଜୀ

ପଶ୍ଚିମବଙ୍ଗ ମତଦାନ ରେ ପରାଜୟ ପରେ ପୂର୍ବ ମୁଖ୍ୟମନ୍ତ୍ରୀ ଓ ଟିଏମସି ମୁଖ୍ୟ ମମତା ବାନାର୍ଜୀ ମତଦାନ ପରେ ହୋଇଥିବା ହିଂସା ର PIL କେଶ ରେ ଚିଫ ଜଷ୍ଟିସ HC ସୁଜୟ ପାଲ ଙ୍କ ସମୁଖରେ ଉପସ୍ଥିତ ହେବା ପାଇଁ ଓକିଲ ପୋଷାକ ରେ…
Read More...

ଭାରତରେ ମୁସଲମାନ ଙ୍କୁ ନିର୍ଯ୍ୟାତନା ଦିଆଯାଉଥିବା ଘଟଣା କୁ ଅପପ୍ରଚାର ଓ  ମିଥ୍ୟା ବୋଲି କହିଲେ ବଙ୍ଗଳାଦେଶ ସରକାର

କିଛିଦିନ ପୂର୍ବରୁ ବଙ୍ଗଳାଦେଶ ରେ ହିନ୍ଦୁ ଅଳ୍ପ ସଂଖ୍ୟକ ମାନଙ୍କୁ ଆକ୍ଷି ଭୁଜା ଯନ୍ତ୍ରଣା ଦେଉଥିଲେ ମୁସଲମାନ , ଯାହାକୁ ନେଇ ଭାରତରେ ଖୁବ ଉତେଜନା ମଧ୍ୟ ଦେଖା ଯାଇଥିଲା l କିନ୍ତୁ ଅଚାନକ ଭାବରେ ପଶ୍ଚିମବଙ୍ଗ ଓ ଆସାମ ରେ…
Read More...

ଓଡ଼ିଶାରେ ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ବିଶେଷ ପଦକ୍ଷେପ

ଭୁବନେଶ୍ୱର, ୧୪ ମଇ ୨୦୨୬ : ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଓଡ଼ିଶାରେ ଚାଲିଥିବା ପ୍ରମୁଖ ରେଳ ଭିତ୍ତିଭୂମି ଏବଂ ସଂଯୋଗୀକରଣ ଯୋଜନା ବିଷୟରେ ଆଜି କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ…
Read More...

ମ୍ୟାନେଜମେଣ୍ଟ ଶିକ୍ଷା କ୍ଷେତ୍ରରେ ଆଇଆଇଏମ ବିଶ୍ୱ ପାଇଁ ମଡେଲ – ଧର୍ମେନ୍ଦ୍ର ପ୍ରଧାନ

• ଗାନ୍ଧୀନଗର ଗସ୍ତ ଅବସରରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ ଭେଟିଲେ • 'ବିକଶିତ ଭାରତ-୨୦୪୭' ର ସ୍ୱପ୍ନକୁ ସାକାର କରିବାରେ ଆଇଆଇଏମ ଗୁଡ଼ିକର ଭୂମିକା ଉପରେ ବିଚାର ବିମର୍ଶ • ନୂତନ ଇନୋଭେସନକୁ ପ୍ରୋତ୍ସାହନ…
Read More...

ବେଆଇନ ଦେଶୀ ନିର୍ମିତ ଅସ୍ତ୍ରଶସ୍ତ୍ର ନିର୍ମାଣ ୟୁନିଟ୍ ଠାବ :  ୪୨ ଟି ଦେଶୀ ବନ୍ଧୁକ ଜବତ : ୧୫ ଗିରଫ 

ବାଲିଗୁଡ଼ା,ତା, ୧୪/୦୫: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାରେ ଅପରାଧ ଓ ଅପରାଧୀଙ୍କ ନିୟନ୍ତ୍ରଣ ସହ ଆଇନଶୃଙ୍ଖଳା ବ୍ୟବସ୍ଥା କୁ ବଜାୟ ରଖିବା ପାଇଁ କନ୍ଧମାଳ ଏସପି ହରିଶ ବିଶି ଙ୍କ ସ୍ବତନ୍ତ୍ର ବେଆଇନ ଦେଶୀ…
Read More...

ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ  

ବାଲିଗୁଡା, ତା, ୧୪/୦୫ :(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଥାନାର ବପଲମେଣ୍ଡିର-ଏଲ, ଗ୍ରାମପଞ୍ଚାୟତ ଅନ୍ତର୍ଗତ ଅଡିମାରୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଥିବା…
Read More...

ବିରିମିଲା ଜଙ୍ଗଲ ଅଞ୍ଚଳରେ ପୋଲିସ ର ଚଢାଉ : ୮ଟି ଦେଶୀ ବନ୍ଧୁକ ଜବତ 

ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ଥାନା ପୋଲିସ କୌଣସି ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ  ତୁମୁଡିବନ୍ଧ ଥାନା ଅନ୍ତର୍ଗତ ବିରିମିଲା ଜଙ୍ଗଲ ଅଞ୍ଚଳରେ ଚଢାଉ…
Read More...