Odisha news
Monthly Archives

February 2021

ଏମ୍ସ କଲେଜ ଓ ବିନୋରି ଶିଳ୍ପ ସଂସ୍ଥାକୁ ସିମୁଳିଆ ତହସିଲଦାରଙ୍କ ତାଗିଦ

ସିମୁଳିଆ-୨୭/୦୨-ସିମୁଳିଆ ବ୍ଲକରେ ଥିବା ଅଗ୍ରଣୀ ଦୁଇଟି ଅନୁଷ୍ଠାନରେ ୧୫ଜଣ ଛାତ୍ର କୋବିଡ ଆକ୍ରାନ୍ତ ଚିହ୍ନଟ ହେବା ଓ ସଂସ୍ଥାର ଦାୟିତ୍ୱହୀନତା କାର୍ଯ୍ୟ ଖବର ପାଇ ସିମୁଳିଆ ତହସିଲଦାର ଉଭୟ ଅନୁଷ୍ଠାନକୁ ତାଗିଦ କରିଥିବାର…
Read More...

ସୁନା ଦୋକାନରୁ୯ଲକ୍ଷରୁ ଉର୍ଦ୍ଧ ଟଙ୍କାର ଅଳଙ୍କାର ଲୁଟ

ହାଟଡ଼ିହି,୨୭ । ୨ : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ୟାଙ୍କ ଛକ ନିକଟରେ ଥିବା ଏକ ସୁନା ଦୋକାନରୁ ୯ଲକ୍ଷରୁ ଉର୍ଦ୍ଧ ଟଙ୍କାର ସୁନା ଅଳଙ୍କାର ଲୁଟ ହୋଇଯାଇଛି । ଆଜି ହାଟଡିହି ବ୍ୟାଙ୍କ ଛକ ନିକଟରେ ଥିବା ରମଣୀ ଅଳଙ୍କାରରୁ ଦିନ…
Read More...

ରାସ୍ତାକୁ ଓହ୍ଲାଇଲା ଧର୍ମଶାଳା ବିଜେଡି ଗାର୍ଲସ୍ ୱିଙ୍ଗ୍ସ 

ଧର୍ମଶାଳା, ୨୭ା୨: ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କ ପରାମର୍ଶ କ୍ରମେ ଧର୍ମଶାଳା ବିଜେଡି ଗାର୍ଲସ୍ ୱିଙ୍ଗ୍ସ ସଭାନେତ୍ରୀ ଖୀରାବ୍ଦୀ ତନ୍ମୟା ମଲି୍କଙ୍କ ନେତୃତ୍ୟରେ ଗାର୍ଲସ୍ ୱିଙ୍ଗ୍ସର କର୍ମୀମାନେ ଜନ ସଚେତନ…
Read More...

ସହିଦ ଶଶାଙ୍କ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇଲେ ଯାତ୍ରା ଅଭେନେତ୍ରୀ ରାନୀ ପଣ୍ଡା

ଧର୍ମଶାଳା, ୨୭ା୨ : ଲଦାଖ ସୀମାରେ ସହୀଦ ହୋଇଥିବା ଧର୍ମଶାଳା ବ୍ଲକ କ୍ଷେତ୍ରପାଳ ଗ୍ରାମର ଓଡିଆ ଯବାନ ଶଶାଙ୍କ ଶେଖର ସାମଲଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା । ଆଜି ପୁର୍ବାହ୍ନରେ…
Read More...

ଐତିହ୍ୟର ସୁରକ୍ଷା ନିମନ୍ତେ ଆଗେଇ ଆସିଲେ ଯୁବଗୋଷ୍ଠୀ 

ବାରିପଦା : ପୂର୍ବର ଗଡଜାତ ରାଜ୍ୟ ତଥା ବର୍ତ୍ତମାନର ସର୍ବବୃହତ ଜିଲ୍ଲା ମୟୂରଭଞ୍ଜର ଇତିହାସ ଓ ଐତିହ୍ୟ ଯୁବପୀଢିଙ୍କ ନିମନ୍ତେ ପ୍ରେରଣାର ସ୍ରୋତ ହୋଇରହିଛି । ଏହି ଐତିହ୍ୟରୁ ଅନେକ କାଳକ୍ରମେ ରକ୍ଷଣାବେକ୍ଷଣ ଅଭାବରୁ ଶ୍ରୀହୀନ…
Read More...

ପୁଣି କରୋନା ନିୟମ କଡାକଡି ଲାଗୁ ହେଲା ; ବାରିପଦାରେ ୫ଟି ଦୋକାନ ସିଲ୍

ବାରିପଦା,: କରୋନା ନୂଆ ଷ୍ଟ୍ରେନ୍କୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲ୍ଲାପ୍ରଶାସନ ପକ୍ଷରୁ କରୋନାକୁ ରୋକିବା ପାଇଁ ଲୋକାମାନଙ୍କୁ ସଚେତନ କରାଯିବା ସହ ସାମାଜିକ ଦୂରତା, ସାନିଟାଇଜ୍ ବ୍ୟବହାର ଏବଂ ମାସ୍କ ପରିଧାନ ପାଇଁ କଡା…
Read More...

କଂଗ୍ରେସର ବନ୍ଧୁମିଳନ ଓ ସମ୍ବର୍ଦ୍ଧନା ସଭା

କୋରେଇ ୨୭ା୦୨: କୋରେଇ କଂଗ୍ରେସ କମିଟି ପକ୍ଷରୁ ଏକ ବନ୍ଧୁମିଳନ ସହ ନବ ନିଯୁକ୍ତ କର୍ମକର୍ତା ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଅବସରରେ ବରୁଣ୍ଡେଇ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ମୂଖ୍ୟ…
Read More...

ମନରେଗା ଯୋଜନାରେ କାର୍ଯ୍ୟ କରୁଥିବା ଶ୍ରମିକ ମୃତ

ଅସ୍ତରଙ୍ଗ ୨୭ / ୦୨ : ପୁରୀ ଜିଲ୍ଲାର ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ନଗର ଗ୍ରାମ ପଂଚାୟତର ଦକ୍ଷିଣପନ୍ତାଳ ଗ୍ରାମରେ ଶନିବାର ଦିନ ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଅଛି । ସେହି ଗ୍ରାମର ଜଣେ ଜବ୍ କର୍ଡ ଧାରି ଶ୍ରମିକ ନଗର…
Read More...

ରଣ ନଦୀ ବନ୍ଧରେ ପଥର ପ୍ୟାକିଂ ନିମ୍ନ ମାନର, ଭୂଷୁଡିବା ଆଶଙ୍କା

ବାଙ୍କୀ : ଜଳସେଚନ ବିଭାଗ ପକ୍ଷରୁ ଗତ ବର୍ଷର ବନ୍ୟା ପରିସ୍ଥିତିକୁ ଆଖି ଆଗରେ ରଖାଯାଇ ମହାନଦୀ ବନ୍ଦ ସୁଦୃଢି କରଣ ଓ ଶାଖା ରଣ ନଦୀରେ ବନ୍ଧ ପଥର ପ୍ୟାକିଂ ପାଇଁ କୋଟି କୋଟି ଟଙ୍କା ଆସୁଛି ହେଲେ ସଠିକ ଭାବରେ ନିର୍ମାଣ କରାନ…
Read More...

ନକଲି ବିଦେଶୀ ମଦ ପ୍ରସ୍ତୁତି କାରଖାନା ଉପରେ ଚଢ଼ଉ କଲା ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ

ବ୍ରହ୍ମପୁର, ହୋମିଓ ପାଥିକ୍ ମେଡିସିନ୍ ରୁ ତିଆରି ହେଉଥିଲା ବିଦେଶୀ ମଦ । କଥାଟା ଅବାଗିଆ ଲାଗୁଥିଲେ ମଧ୍ୟ ଏହା ସତ୍ୟ । ଆଜି ଏଭଳି ଏକ ନକଲି ବିଦେଶୀ ମଦ ପ୍ରସ୍ତୁତି କାରଖାନା ଉପରେ ଚଢ଼ଉ କରିଛି ବ୍ରହ୍ମପୁର ଅବକାରୀ ଗୁଇନ୍ଦା…
Read More...