Odisha news

ଅଂକୁରିତ ଗହମ ଉଚ୍ଚ ରକ୍ତଚାପ, ମଧୁମେହ ଭଳି ୮ ଟି ଶାରୀରିକ ସମସ୍ୟା କୁ ଦୂର କରିଥାଏ

0

ଆମେ ସାଧାରଣ ଭାବରେ ଜାଣିଛୁ ଅଂକୁରିତ ଖାଦ୍ୟ ଶରୀର ପାଇଁ ଖୁବ ହିତକର l ଗହମ ଅଟା ଭଳି ଅଂକୁରିତ ଗହମ ମଧ୍ୟ ଶରୀର ପାଇଁ ଖୁବ ହିତକର ଅଟେ l ଅଂକୁରିତ ଗହମ ଭିଟାମିନ ଓ ପୋଷାକ ତତ୍ୱ ରେ ଭରପୁର ଅଟେ l

* ଅଂକୁରିତ ଗହମ ଭିଟାମିନ ଇ ରେ ଭରପୁର ହୋଇଥଏ l ଶରୀର ର ଉର୍ବାରକ ବଢାଇବା ପାଇଁ ଭିଟାମିନ ଇ ଖୁବ ଆବଶ୍ୟକ l

* ମଧୁମେହ ରୋଗୀଙ୍କ ରକ୍ତ ସର୍କରା କୁ ସନ୍ତୁଳିତ ରଖିବାରେ ଅଂକୁରିତ ଗହମ ଖୁବ ଉପଯୋଗୀ l ନିୟମିତ କରନ୍ତୁ ସେବନ l

* ଅଂକୁରିତ ଗହମ ଉଭୟ ତ୍ୱଚା ଓ କେଶ ପାଇଁ ଖୁବ ଉପଯୋଗୀ l ଏହା କେଶ ରେ ଚମକ ଆଣିଥାଏ l

* ଅଂକୁରିତ ଗହମ କିଡ଼ନୀ କୁ ସୁସ୍ଥ ରଖିଥାଏ , ରକ୍ତ କୋଶିକା ନିର୍ମାଣ କରିଥାଏ l

* ଅଂକୁରିତ ଗହମ ରେ ଥିବା ତତ୍ୱ ଶରୀର ର ଅତିରିକ୍ତ ଚର୍ବି କୁ ହ୍ରାସ କରି ଥାଏ l ଅଂକୁରିତ ଗହମ ଶରୀର ପାଇଁ ପାୱାର ବୁଷ୍ଟାର ଭଳି କାର୍ଯ୍ୟ କରିଥାଏ l

* ଅଂକୁରିତ ଗହମ ଖାଇବା ଦ୍ୱାରା ଶରୀର ର ମେଟାବୋଲିଯିମ ବୁଷ୍ଟ ହୋଇଥାଏ l ଏହା ଶରୀର ର ବିଷାକ୍ତ ପଦାର୍ଥ କୁ ନଷ୍ଟ କରିଥାଏ ଓ ରକ୍ତ ଶୁଦ୍ଧ କରିଥାଏ l

* ଅଂକୁରିତ ଗହମ କୁ ଚୋବାଇ ଖାଇବା ଦ୍ୱାରା ଉଚ୍ଚ ରକ୍ତଚାପ ସନ୍ତୁଳିତ ରହିଥାଏ l ଉଚ୍ଚ ରକ୍ତଚାପ ରୋଗୀ ନିୟମିତ ସକାଳୁ ଅଂକୁରିତ ଗହମ ଖାଇବା ଜରୁରୀ l

* ଅଂକୁରିତ ଗହମ ନିୟମିତ ସେବନ କରିବା ଦ୍ୱାରା ଗ୍ୟାସ ଏସିଡିଟି ସମ୍ବନ୍ଧୀତ ପେଟ ସମ୍ବନ୍ଧୀତ ଅନେକ ସମସ୍ୟା ଦୂର ହୋଇଥାଏ l

Leave A Reply