Odisha news

ଉଷୁମ୍ ଦୁଗ୍ଧ ଓ ପାନ ମଧୁରୀ ର ଚମତ୍କାର ଲାଭ : ଓଜନ ହ୍ରାସ କରି ମୁଖମଣ୍ଡଳ ର ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ

0
ଦୁଗ୍ଧ ସେବନ କରି ଥାଆନ୍ତି କ୍ୟାଲସିୟମ ର କମି କୁ ଦୂର କରିବା ପାଇଁ । ଏହା ବ୍ୟତୀତ ମଧ୍ୟ ଏହାର ଅନେକ ଗୁଡ଼ିଏ ଲାଭ ରହିଛି । ପାନ ମଧୁରି ରେ ମଧ୍ୟ ରହିଛି ଅଦ୍ଭୁତ ସ୍ଵାସ୍ଥ୍ୟଗତ ଲାଭ । ଏହାକୁ ସପ୍ତାହକୁ ଅତି କମ୍ ରେ ୪ ଥର ସେବନ କରିବା ଦ୍ୱାରା ମିଳିବ ଚମତ୍କାର ଲାଭ ।
* ଯଦି ପେଟ ସମସ୍ୟା ଦେଖା ଦେଇଛି ତେବେ ନିୟମିତ ପାନ ମଧୂରି ଓ ଉଷୁମ୍ ଦୁଗ୍ଧ ସେବନ କରନ୍ତୁ । ପାନ ମଧୂରୀ ରେ ଏଷ୍ଟ୍ରୋ ଗଲ୍ ଓ ଏନେ ଥୋଲ୍ ଭଳି ତତ୍ତ୍ଵ ରହିଛି । ଏହା ପେଟ ସମସ୍ୟା ସହିତ ଯନ୍ତ୍ରଣା ମଧ୍ୟ ଠିକ୍ କରିଥାଏ ।
* ପ୍ରତିଦିନ ମଧ୍ୟାହ୍ନ ଭୋଜନ ପୂର୍ବରୁ ପାନ ମାଧୁରୀ ଯୁକ୍ତ ଦୁଗ୍ଧ ସେବନ କରିବା ଦ୍ୱାରା ମିଳିଥାଏ ଅଦ୍ଭୂତ ଲାଭ । ଏହା ଶରୀରର ମେଟାବୋଲିଯିମ କୁ ବଢାଇବାରେ ସାହାଯ୍ୟ କରିଥାଏ । ଏହାକୁ ସେବନ କରିବା ଦ୍ୱାରା କ୍ୟାଲୋରୀ ବର୍ଣ୍ଣ ହୋଇଥାଏ ।
* ଛୋଟ ପିଲା ମାନଙ୍କୁ ପାନ ମଧୁରୀ ଯୁକ୍ତ ଦୁଗ୍ଧ ସେବନ କରିବା ଦ୍ୱାରା ଚକ୍ଷୁ ର ଦୃଷ୍ଟି ଶକ୍ତି ବୃଦ୍ଧି ପାଇଥାଏ ।
* ପାନ ମଧୁରି ଓ ଦୁଗ୍ଧ ମୁଖ ମଣ୍ଡଳ ର ସୋନ୍ଦର୍ୟ୍ଯ ବୃଦ୍ଧି କରିଥାଏ । ଏହା ଆମର ତ୍ଵଚରେ ଚମକ୍ ଆଣିବା ସହିତ ବ୍ରଣ କୁ ଠିକ୍ କରିଥାଏ ।
Govt
Leave A Reply