ବର୍ତମାନ ମଣିଷର ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଅନେକ ଗବେଷଣା ଚାଲିଛି, ସେହିପରି ବର୍ତମାନ ଗୋଟିଏ ଅଧ୍ୟୟନ ରିଭର୍ସ ୱାକିଙ୍ଗ କୁ ନେଇ ହୋଇଥିଲା, ଯାହାକୁ ନେଇ ଅନେକ ଗୁଡିଏ ଶାରୀରିକ ଲାଭ ମଧ୍ୟ ମିଳିଥାଏ l
ରିଭର୍ସ ୱାକିଙ୍ଗ କଣ –
ରିଭର୍ସ ୱାକିଙ୍ଗ ହେଉଛି ପଛୁଆ ଚାଲିବା, ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ରିଭର୍ସ ୱାକିଙ୍ଗ ଦ୍ୱାରା ଆମର ଜଏଣ୍ଟ ପେନ ଦୂର ହେବା ସହିତ ମସ୍ତିଷ୍କ ଜନିତ ବିଭିନ୍ନ ସମସ୍ୟା ମଧ୍ୟ ଦୂର ହୋଇଥାଏ l ବିଶେଷଜ୍ଞ ଙ୍କ ମତରେ ରିଭର୍ସ ୱାକିଙ୍ଗ ଦ୍ୱାରା ମାଂସପେଶୀ କୁ ଖୁବ ଲାଭ ମିଳିଥାଏ l
ରିଭର୍ସ ୱାକିଙ୍ଗ ଦ୍ୱାରା ଷ୍ଟ୍ରେସ ଦୂର ହୋଇଥାଏ –
ଗଣ୍ଠି ଯନ୍ତ୍ରଣା କମ କରିବା ସହିତ ମସ୍ତିଷ୍କ କୁ ସୁସ୍ଥ ରଖିବା ପାଇଁ ରିଭର୍ସ ୱାକିଙ୍ଗ ନିୟମିତ କରିବା ନିହାତି ଜରୁରୀ l ରିଭର୍ସ ୱାକିଙ୍ଗ ଗୋଟିଏ ଏଭଳି ଉପାୟ ଯାହାଦ୍ୱାରା ଅର୍ଥପେଡ଼ିକ ସର୍ଜନ ଓ ଫିଟନେସ ଟ୍ରେନର ନିୟମିତ କରିବା ପାଇଁ କହିଥାଆନ୍ତି l
ରିଭର୍ସ ୱାକିଙ୍ଗ ର ଲାଭ –
– ପଛୁଆ ଚାଲିବା ଦ୍ୱାରା ଓଜନ ହ୍ରାସ ହୋଇଥାଏ, ଯାହାଦ୍ୱାରା ଗଣ୍ଠି ଯନ୍ତ୍ରଣା ରୁ ଆରାମ ମିଳିଥାଏ, ଯାହାକି ନିୟମିତ କରିବା ସବୁଠୁ ଜରୁରୀ ଅଟେ l
– ପଛୁଆ ଚାଲିବା ଦ୍ୱାରା ମାଂସପେଶୀ ଖୁବ ସକ୍ରିୟ ହୋଇଥାଏ, ଏବଂ ମସ୍ତିଷ୍କ କୁ ମଧ୍ୟ ଖୁବ ଆରାମ ଦେଇଥାଏ l
– ଅନେକ ସମୟ ରେ ଆମକୁ ସର୍ଜରୀ ପରେ ଚାଲିବା ଦ୍ୱାରା ମାଂସପେଶୀ ଉପରେ ଖରାପ ପ୍ରଭାବ ପଡିଥାଏ l
– ପଛୁଆ ଚାଲିବା ସମୟ ରେ ସତର୍କ ରହିବା ଆବଶ୍ୟକ, ଏହି ସମୟରେ ମସ୍ତିଷ୍କ ମଧ୍ୟ ଖୁବ ଦ୍ରୁତ ଗତିରେ କାର୍ଯ୍ୟ କରିଥାଏ l