Odisha news

ଟ୍ରେନ୍ ଲାଇନ୍‌ରେ କଟି ଯୁବକ ମୃତ୍ୟୁ

0

ତାଳଚେର ତା ୦୨/୦୩ ତାଳଚେର କୋଲିୟରୀ ଥାନା ଅନ୍ତର୍ଗତ ଘଂଟପଡ଼ା ଲେବକ୍ର୍ରସିଂ ନିକଟରେ ଥିବା ସେହି ଘଂଡଟପଡ଼ା ଗ୍ରାମର କୁନା ସାହୁ (୩୫) ଆଜି ଅପରାହ୍ଣ ୫ଘଟିକା ୩୦ମିନିଟ୍ ସମୟରେ ଟ୍ରେନ ତଳେ ଚାପି ହୋଇ ମୃତ୍ୟୁ ବରଣ ହୋଇଥିବା ଜଣାପଡ଼ିଛି । ଅଂଚଳବାସୀ ଏହା ଦେଖିବା ପରେ କୋଲିୟରୀ ଥାନାକୁ ଜଣାଇବାପରେ ପୋଲିସ୍ ଆସି ଶବକୁ ଜବତକରି ଶବବ୍ୟବଚ୍ଛେଦ ପାଇଁ ତାଳଚେର ଡ଼ାକ୍ତରଖାନାକୁ ପଠାଇ ଏକ ଅପମୃତ୍ୟୁ ମ।।ମଲା ରୁଜୁ କରାଯାଇଥିବା ଜଣାପଡ଼ିଛି । ତେବେ ମୃତ୍ୟୁର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି, ଏଥିପାଇଁ ସେହି ଅଂଚଳରେ ଶୋକରଛାୟା ଖେଳାଇ ଦେଇଛି ।

Leave A Reply