ଲାଖୋଲି-ରାୟପୁର ଆର.ଭି ବ୍ଲକ ହଟ ମଧ୍ୟରେ ଦୋହରୀକରଣ କାର୍ଯ୍ୟକ୍ଷମ, ନୂତନ ରାୟପୁର ଷ୍ଟେସନର କାର୍ଯ୍ୟକ୍ଷମ ଏବଂ ମନ୍ଦିର ହସାଉଦ-ରାୟପୁର ଆର.ଭି ବ୍ଲକ ହଟର ପୁନଃନିର୍ମାଣ କାର୍ଯ୍ୟ ପାଇଁ ଟ୍ରେନ ସେବା ସାମୟିକ ପ୍ରଭାବିତ ହେବ |
ଟ୍ରେନର ବାତିଲ୍:
• 22973/22974 ଗାନ୍ଧୀଧାମ-ପୁରୀ-ଗାନ୍ଧୀଧାମ ଏକ୍ସପ୍ରେସ ଗାନ୍ଧୀଧାମରୁ 07.09.2022 ରେ ଏବଂ ପୁରୀରୁ 10.09.2022 |
• 18518/18517 ବିଶାଖାପାଟନମ-କୋରବା -ବିଶାଖାପାଟନମ ଏକ୍ସପ୍ରେସ ବିଶାଖାପାଟନମରୁ 11.09.2022 ରେ ଏବଂ କୋରବା ଠାରୁ 12.09.2022 |
• 08275/08276 ରାୟପୁର-ଜୁନାଗଡ ରୋଡ୍-ରାୟପୁର ପାସେଞ୍ଜର ସ୍ପେଶାଲ ରାୟପୁରରୁ 06.09.22 ରୁ 16.09.2022 ପର୍ଯ୍ୟନ୍ତ ଏବଂ ଜୁନାଗଡ ରୋଡରୁ 07.09.2022 ରୁ 17.09.2022 ପର୍ଯ୍ୟନ୍ତ |
• 18530/18529 ବିଶାଖାପାଟନମ୍- ଦୁର୍ଗ-ବିଶାଖାପାଟନମ୍ ଏକ୍ସପ୍ରେସ ବିଶାଖାପାଟନମ୍ରୁ 06.09.22 ଠାରୁ 12.09.2022 ପର୍ଯ୍ୟନ୍ତ ଏବଂ ଦୁର୍ଗରୁ 07.09.2022 ଠାରୁ 13.09.2022 ପର୍ଯ୍ୟନ୍ତ |
• 08277/08278 ଟିଟିଲାଗଡ-ରାୟପୁର-ଟିଟିଲାଗଡ ପାସେଞ୍ଜର ସ୍ପେଶାଲ ଟିଟିଲାଗଡରୁ 06.09.22 ଠାରୁ 12.09.2022 ପର୍ଯ୍ୟନ୍ତ ଏବଂ ରାୟପୁରରୁ 07.09.2022 ଠାରୁ 13.09.2022 ପର୍ଯ୍ୟନ୍ତ |
ଟ୍ରେନର ଆଂଶିକ ବାତିଲ୍:
• 18425/18426 ପୁରୀ-ଦୁର୍ଗ-ପୁରୀ ଏକ୍ସପ୍ରେସ ପୁରୀରୁ 06.09.2022 ଠାରୁ 15.09.2022 ପର୍ଯ୍ୟନ୍ତ ଏବଂ ଦୁର୍ଗରୁ 07.09.2022 ଠାରୁ 16.09.2022 ପର୍ଯ୍ୟନ୍ତ ପୁରୀ ଏବଂ ମହାସମୁନ୍ଦ ମଧ୍ୟରେ ଚଳାଚଳ କରିବ ଓ ଏହି ଟ୍ରେନ ମହାସମୁନ୍ଦ ଏବଂ ଦୁର୍ଗ ମଧ୍ୟରେ ପର୍ଯ୍ୟନ୍ତ ଉଭୟ ଦିଗରୁ ବାତିଲ ରହିବ |
• 08528/08527 ବିଶାଖାପାଟନମ୍-ରାୟପୁର-ବିଶାଖାପା
ପରିବର୍ତ୍ତିତ ମାର୍ଗରେ ଟ୍ରେନର ଚଳାଚଳ :
• 17482/17481 ତିରୁପତି-ବିଳାସପୁର-ତିରୁପତି ଏକ୍ସପ୍ରେସ ତିରୁପତିରୁ 08.09.2022 ଓ 11.09.2022 ରେ ଏବଂ ବିଳାସପୁରରୁ 10.09.2022 ଓ 13.09.2022 ରେ ଉଭୟ ଦିଗରୁ ଟିଟିଲାଗଡ-ରାୟପୁର-ବିଳାସପୁର ପରିବର୍ତ୍ତେ ଟିଟିଲାଗଡ-ସମ୍ବଲପୁର-ଝାରସୁଗୁଡା ରୋଡ ମାର୍ଗରେ ଚଳାଚଳ କରିବ |
• 12843/12844 ପୁରୀ-ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସ ପୁରୀରୁ 06.09.2022, 08.09.2022, 09.09.2022, 10.09.2022, 13.09.2022 ଓ 15.09.2022 ଏବଂ ଅହମ୍ମଦାବାଦରୁ 08.09.2022, 10.09.2022, 11.09 .2022, 12.09.2022 ଓ 15.09.2022 ଉଭୟ ଦିଗରୁ ଟିଟିଲାଗଡ-ରାୟପୁର ପରିବର୍ତ୍ତେ ରାୟପୁର-ବିଳାସପୁର-ଝାରସୁଗୁଡା ରୋଡ-ସମ୍ବଲପୁର-ଟିଟିଲାଗଡ ମାର୍ଗରେ ଚଳାଚଳ କରିବ |
• 20861/20862 ପୁରୀ-ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସ ପୁରୀରୁ 07.09.2022 ଓ 14.09.2022 ରେ ଏବଂ ଅହମ୍ମଦାବାଦରୁ 09.09.2022 ରେ ଉଭୟ ଦିଗରୁ ଟିଟିଲାଗଡ-ରାୟପୁର ପରିବର୍ତ୍ତେ ରାୟପୁର-ବିଳାସପୁର-ଝାରସୁଗୁଡା ରୋଡ-ସମ୍ବଲପୁର ମାର୍ଗରେ ଚଳାଚଳ କରିବ |
• 22827 ପୁରୀ-ସୁରଟ ଏକ୍ସପ୍ରେସ ପୁରୀରୁ 11.09.2022 ରେ ସମ୍ବଲପୁର-ଟିଟିଲାଗଡ-ରାୟପୁର ପରିବର୍ତ୍ତେ ସମ୍ବଲପୁର-ଝାରସୁଗୁଡା ରୋଡ-ବିଳାସପୁର-ରାୟପୁର ମାର୍ଗରେ ଚଳାଚଳ କରିବ |
ଟ୍ରେନର ସମୟ ପରିବର୍ତ୍ତନ :
• 18518 ବିଶାଖାପାଟନମ୍-କୋରବା ଏକ୍ସପ୍ରେସ୍ ବିଶାଖାପାଟନମ୍ ରୁ 12.09.2022 ରେ ରାତ୍ରି ୯ଘ ୫ମି ପରିବର୍ତ୍ତେ ମଧ୍ୟରାତ୍ରି ୨ଘ ୫ମି ରେ ଛାଡିବ |
• 12807 ବିଶାଖାପାଟନମ୍-ନିଜାମୁଦ୍ଦିନ ସମତା ଏକ୍ସପ୍ରେସ ବିଶାଖାପାଟନମ୍ ଠାରୁ 08.09.2022 ଏବଂ 15.09.2022 ରେ ସକାଳ ୯ଘ ୨୦ମି ପରିବର୍ତ୍ତେ ଅପରାହ୍ନ ୧୨ଘ ୨୦ମି ରେ ଛାଡିବ |
• 12808 ନିଜାମୁଦ୍ଦିନ-ବିଶାଖାପାଟନମ୍ ସମତା ଏକ୍ସପ୍ରେସ ନିଜାମୁଦ୍ଦିନରୁ 12.09.2022 ରେ ସକାଳ ୭ ଘଟିକା ପରିବର୍ତ୍ତେ ଅପରାହ୍ନ ୧୨ ଘଟିକାରେ ଛାଡିବ |
• 20857 ପୁରୀ-ସାଇନଗର ଶିରଡି ଏକ୍ସପ୍ରେସ ପୁରୀରୁ 09.09.2022 ରେ ରାତ୍ରି ୧୧ଘ ୫ମି ପରିବର୍ତ୍ତେ 10.09.2022 ରେ ଭୋର ୦୪ ଘ ୫ମି ଛାଡିବ |
• 17482 ତିରୁପତି-ବିଳାସପୁର ଏକ୍ସପ୍ରେସ ତିରୁପତିରୁ 15.09.2022ରେ ସକାଳ ୧୦ଘ ୫୦ମି ପରିବର୍ତ୍ତେ ଅପରାହ୍ନ ୨ଘ ୫୦ମି ରେ ଛାଡିବ |
• 12146 ପୁରୀ- ଲୋକମଣ୍ୟତିଲକ ଏକ୍ସପ୍ରେସ ପୁରୀରୁ 06.09.2022 ଏବଂ 13.09.2022 ରେ ରାତ୍ରି ୯ଘ ୪୫ମି ପରିବର୍ତ୍ତେ ମଧ୍ୟରାତ୍ରି ୨ଘ ୪୫ମି ରେ ଛାଡିବ |
• 20823 ପୁରୀ-ଅଜମେର ଏକ୍ସପ୍ରେସ୍ ପୁରୀରୁ 08.09.2022 , 12.09.2022 ଓ 15.09.2022 ରେ ରାତ୍ରି ୧୧ଘ ୫ମି ପରିବର୍ତ୍ତେ ତାପରଦିନ ଅର୍ଥାତ 09.09.2022, 13.09.2022 ଓ 16.09.2022 ରେ ଭୋର ୪ଘ୦୫ମି ରେ ଛାଡିବ |
• ୧୮୫୭୩ ବିଶାଖାପାଟନମ୍-ଭଗତ-କି-କୋଠି ଏକ୍ସପ୍ରେସ ବିଶାଖାପାଟନମରୁ 08.09.2022 ଏବଂ 15.09.2022 ସକାଳ ୫ଘ ୨୫ମି ପରିବର୍ତ୍ତେ ୧୦ଘ୨୫ମି ରେ ଛାଡିବ |
• 12994 ପୁରୀ-ଗାନ୍ଧୀଦମ୍ ଏକ୍ସପ୍ରେସ୍ ପୁରୀରୁ 12.09.2022 ରେ ରାତ୍ରି ୮ ଘଟିକା ପରିବର୍ତ୍ତେ ମଧ୍ୟରାତ୍ରି ୦୧ଘଟିକାରେ ଛାଡିବ |
ମହାସମୁନ୍ଦ ଏବଂ ରାୟପୁର ମଧ୍ୟରେ ଅସ୍ଥାୟୀ ଭାବରେ ଦୁଇ ଯୋଡ଼ା ଏକ୍ସପ୍ରେସ ଟ୍ରେନ ପାସେଞ୍ଜର ଭାବରେ ଚଳାଚଳ କରିବ :
• 18518/18517 ବିଶାଖାପାଟନମ୍-କୋରବା-ବିଶାଖାପା
• 12808/12807 ନିଜାମୁଦ୍ଦିନ-ବିଶାଖାପାଟନମ୍-ନିଜା
