Odisha news

ତିହିଡି ବିଜେଡି ପକ୍ଷରୁ ବିଜୟଶ୍ରୀଙ୍କୁ ଶ୍ରଦ୍ଧା ସୁମନ

ତିହିଡି(ଯଦୁମଣି ପାଣିଗ୍ରାହୀ ): ତିହିଡି ବିଜେଡି ପକ୍ଷରୁ ପ୍ରାକ୍ତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଛି । ଏହି ଉପଲକ୍ଷେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ବ୍ଲକ ବିଜେଡି ସଭାପତି ରଘୁନାଥ ପଣ୍ଡା ଅଧ୍ୟକ୍ଷତା କରିଥିଲେ । ଭଦ୍ରକ ଜିଲ୍ଲା ପରିଷଦ ସଭାପତି ଦ୍ୱିଜବର ରାଉତ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସଭାକୁ ଉଦଘାଟନ କରିଥିଲେ ।

ବ୍ଲକ ଅଧ୍ୟକ୍ଷା ବିଦୁ୍ୟତଲତା ନାୟକ, ବାସୁଦେବପୁର ବିଧାୟକଙ୍କ ପ୍ରତିନିଧି ବାପୁଜୀ ନାୟକ, ସାଂସଦଙ୍କ ପ୍ରତିନିଧି ହରେକୃଷ୍ଣ ଜେନା, ଜିଲ୍ଲା ପରିଷଦ ସଭାପତି ଚିନ୍ତାମଣି ଦାସ, ବରିଷ୍ଠ ନେତା ହରିହର ସେନାପତି, ସୁରେନ୍ଦ୍ର ନାୟକ, ବସନ୍ତ ନାୟକ, ଭଗବାନ ପାଢୀ, ସରପଞ୍ଚ ପ୍ରଦୀପ ପଣ୍ଡା, କୀର୍ତ୍ତନ ରାଉତ, ବିପିନ ବେହେରା, ବୈକୁଣ୍ଠ ପାଣି, ନିତ୍ୟାନନ୍ଦ ବାରିକ, ଶିକ୍ଷାବିତ ସୁରେନ୍ଦ୍ର ନାୟକ, ପ୍ରବୀର ନାୟକ ସମିତିସଭ୍ୟ ଅନିରୁଦ୍ଧ ବାରିକ, ସୌମ୍ୟରଞ୍ଜନ ପରିଡା, ଉତ୍ତମ ମହାପାତ୍ର, ଗଣେଶ ନାୟକ ଓ ଗଣେଶ ବିଶ୍ୱାଳ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ରା

Comments are closed.