ତେନ୍ତୁଳିଖୁଣ୍ଟି:- ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଦିଗି ଗ୍ରାମ ପଂଚାୟତ ଅଧିନ କାର୍ଲିଚୁଆ ବାଘ ଡଙ୍ଗର ପାହାଡ଼ ଟାରେ ତେନ୍ତୁଳିଖୁଣ୍ଟି ବନ ବିଭାଗ ପକ୍ଷରୁ ୭୧ତମ ବନ ମହସଚ ପାଳନ କରାଯାଇଛି।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ତେନ୍ତୁଳିଖୁଣ୍ଟି ବରିଷ୍ଠ ନେତା ଶ୍ରୀ ନାରାୟଣ ପାତ୍ର, ସମ୍ନାନିୟ ଅତିଥି ଭାବେ ଦିଗି ପଂଚାୟତ ସରପଂଚ ପ୍ରତିମା ନାୟକ, ପୂର୍ବ ତନ ସରପଂଚ ଶ୍ରୀ ରାମ ସାନ୍ତା, ବରିଷ୍ଠ ଶିକ୍ଷା ବିତ ଶ୍ରୀ ଗପି ମହାନ୍ତି,ଅଞ୍ଚଳ ର ଯୁବ ସମାଜ ସେବୀ ଶ୍ରୀ ଅଖିଲ ଭତ୍ରା ପ୍ରମୁଖ ମୋଞ୍ଚା ସିନ ଥିଲେ।ଗଛ ବଂଚିଲ ଜୀବ ଜଗତ ରେ କଣ ଉପକାରୀତା ଗଛ ନ ଥିଲେ ଯିବ ଜଗତ ର ଅପକାରୀ ତା ଉପରେ ଅତିଥିମାନେ ଟିପ୍ପଣୀ ରଖିଥିଲେ ଗାଁ ଲୋକ ମାନଙ୍କୁ ସଚେତନତା କରିବା ପାଇଁ ପରମର୍ସ ଦେଇ ଥିଲେ ଶ୍ରୀ ପାତ୍ର।ଜଙ୍ଗଲ ଜଜନା ଟିମ ଲିଡରଲକ୍ଷ୍ମଣାରାୟନ ପାଣିଗ୍ରାହୀ, ଫୋରେଷ୍ଟ ଗାର୍ଡ ତେନ୍ତୁଳିଖୁଣ୍ଟି ଶ୍ରୀ ସଦା ସାନ୍ତା, ଇନ୍ଦ୍ରାବତୀ ବିଟ ଫୋରେଷ୍ଟ ଗାର୍ଡ ରିତେଶ ସୁନା, ତେନ୍ତୁଳିଖୁଣ୍ଟି ବନ ବିଭାଗ ଅଧୀନରେ ଥିବା ସମସ୍ତ ପାରା ଗାର୍ଡ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।କାର୍ଲିଚୁଆ ଗ୍ରାମ ବାସୀ ପାହାଡ଼ ମଧ୍ୟରେ ୧୦୦୦ ଚାରା ରୋପଣ କରିଥିଲେ ।କୁଯାଜନୀଗୁଡା ଜଙ୍ଗଲ ସୁରକ୍ଷା କମିଟିକୁ ୨୦୦୦ଚାରା ରୋପଣ ପାଇଁ ବନ ବିଭାଗ ଦେଇଥିଲେ ।କାର୍ଲିଚୁଆ ନର୍ସରୀ ଠାରେ ୫୦୦୦୦ ମନରେଗା ,ଓଇଏମଏଫର ୧୦୦୦୦ଚାରା, ଡ଼ି ଆଇ ଏ ମ ୪୨୦୦୦ ଚାରା ପ୍ରସ୍ତୁତ କରିଥିବା ଫୋରେଷ୍ଟ ଗାର୍ଡ ଶ୍ରୀ ସାନ୍ତା ପ୍ରକାଶ କରିଛନ୍ତି।