ତେଲକୋଇ- ୨୬/୮-ତେଲକୋଇ ବ୍ଲକ ରେ ଗତ କାଲି ରାତିରେ ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ ତେଲକୋଇ ର ବିଭିନ୍ନ ନଇ ନାଳର ପୋଲ ଉପରେ ବନ୍ୟା ଜଳ ପ୍ରଭାହିତ ହେଉଛି । ବିଭିନ୍ନ ଗାଁ କୁ ଯୋଗାଯୋଗ ବିଛିନ୍ପ ହୋଇ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ବିଭିନ୍ନ ନଈରେ ବଢ଼ି ଆସିଥିବା ବେଳେ କରଦାଙ୍ଗି ଗାଁ ପାଖ ଘୁରୁଡିଆ ନଈ ର ପୋଲ ଉପରେ ପ୍ରାୟ ୩ ଫୁଟର ପାଣି ଚାଲୁଛି ।ଫଳରେ ନଈ ସେପଟେ ଥିବା ୭ଟି ଗାଁର ଲୋକେ ପ୍ରଭାବିତ ହୋଇଛନ୍ତି ।
ସରେଇ,ଚକଧର,କରଦାଙ୍ଗି, ଆମ୍ବତଇଲା,କମଳାବଣି,କ୍ଷେତ୍ରାମୁଣ୍
ଦୁଇଟି ପଞ୍ଚାୟତ ର ୧୪ ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇପଡିଛି ।ସମାକୋଇ ନଦୀର ଜଳପତନ ବୃଦ୍ଧି ପାଉଥିବାରୁ ଠେଲା ପାଣିରେ ଶାଖା ନଇ ନାଳ ଗୁଡିକରେ ମଧ୍ୟ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି ।ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ପୋଲ ଉପରେ ବନ୍ୟା ଜଳ ପ୍ରବାହିତ
