କାଳବୈଶାଖୀ ତାଣ୍ଡବ : ଉଡିଗଲା ମହାତ୍ମାଗାନ୍ଧୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛପର
ବୈଶିଙ୍ଗା--୬/୬--କାଳବୈଶାଖୀ ପ୍ରଭାବରେ ଗତକାଲି ବୈଶିଙ୍ଗା ଅଞ୍ଚଳରେ ଥିବା ମହାତ୍ମାଗାନ୍ଧୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏଜବେସବସ୍ ଛପରଟି ଭାଙ୍ଗିଯାଇଛି। ଏହି ଏଜବେସଟସ ଛପର ଘରଟି ବିଦ୍ୟାଳୟର ସୀମା ମଧ୍ୟରେ ସର୍ବ…
Read More...
Read More...