ଭାରତୀୟ ଡାକ ବିଭାଗର ନୂଆ ପଦକ୍ଷେପ : ସ୍ପିଡ଼ ପୋଷ୍ଟ ଜରିଆରେ ଅସ୍ଥି ବିସର୍ଜନ , କଣ ରହିଛି ସୁବିଧା
ନୂଆଦିଲ୍ଲୀ : ଭାରତୀୟ ଡାକ ବିଭାଗ କରୋନା କିମ୍ବା ସାଧାରଣ ମୃତ୍ୟୁପରେ ଅସ୍ଥି ବିସର୍ଜନ କରିବାର ଦାୟିତ୍ୱ ଗ୍ରହଣ କରିଛି l ଯେ କୌଣସି ବ୍ୟକ୍ତି ନିଜର ପରିବାର ସଦସ୍ୟଙ୍କର ଅସ୍ଥି ବିସର୍ଜନ ଡାକ ମାଧ୍ୟମରେ କରିପାରିବେ l…
Read More...
Read More...