ଭାରସାମ୍ୟ ହରାଇ ଓଲଟିଲା ଟ୍ରକ ଅଳ୍ପକେ ବର୍ତିଲେ ଚାଳକ ଓ ଖଲାସୀ
ପାଣିକୋଇଲି: ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବାଲିପଶି ଛକ ନିକଟରେ ଏକ ୧୨ ଚକିଆ ଲୁହାପଥର ବୋଝେଇ ଟ୍ରକ ରାସ୍ତା କଡକୁ ଓଲଟି ପଡିଥିଲା । ହେଲେ ସୌଭାଗ୍ୟ ବଶତଃ ଚାଳକ ଓ ଖଲାସୀ ବର୍ତି ଯାଇଥିଲେ । ସୂଚନା…
Read More...
Read More...