ପୋଲସରା ବନବିଭାଗ କର୍ମଚାରୀ ଙ୍କ ଦ୍ୱାରା ଚୋରାକାଠ ଗଣ୍ଡି ଜବତ, ଜଣେ ଗୀରଫ
ପୋଲସରା : ଆଜି ପୋଲସରା ବନବିଭାଗ କର୍ମଚାରୀ ମାନେ ଚୋରାରେ ଚାଲାଣ ହେଉଥିବା ଆଠ ଘନଫୁଟ କାଠ ସମେତ ଗୋଟିଏ ନମ୍ବର ବିହିତ କଳା ରଙ୍ଗର ଡାଲା ଅଟୋ ଜବତ କରିଛନ୍ତି।
ବେଆଇନ କାଠ ଚାଲାଣ କରୁଥିବା ଅଭିଯୋଗରେ ବନବିଭାଗ କର୍ମଚାରୀ…
Read More...
Read More...