ଅଣ୍ଡିରା ଛେଳି କ୍ଷୀର ଦେଉଛି
ରାଜସ୍ଥାନ: ରାଜସ୍ଥାନ ଧଉଳପୁରର ଗୁର୍ଜା ଘæôରେ ଗୋଟିଏ ଅଣ୍ଡିରା ଛେଳି ପ୍ରତିଦିନ ଅଧ ଲିଟର କ୍ଷୀର ଦେଉଛି । ୧୬ ମାସ ପୂର୍ବେ ଜନୈକ ରାଜବୀର ଏହି ଅଣ୍ଡିରା ଛେଳିକୁ ହାଟରୁ ପ୍ରାୟ ଅଢ଼େଇ ହଜାର ଟଙ୍କାରେ କିଣିଥିଲେ । ଦଶ ମାସ…
Read More...
Read More...