Odisha news

T ରାଜା ସିଂ ହିନ୍ଦୁତ୍ୱ ର ନୂଆ ୱାଇଲ୍ଡ଼ ଫାୟାର : ” ପ୍ରତ୍ୟେକ ହିନ୍ଦୁ ଜଣେ ଜଣେ ବଜରଙ୍ଗୀ “

0

ବର୍ତମାନ ଦେଶରେ ଲୋକସଭା ମତଦାନ ସରିଯାଇଛି, ଅନେକ ରାଜ୍ୟରେ ବିଧାନସଭା ମତଦାନ ମଧ୍ୟ ସରି ସାରିଛି l କିନ୍ତୁ ପଡୋଶୀ ଦେଶ ରେ ହିନ୍ଦୁ ମାନେ ଖୁବ ନିର୍ଯ୍ୟାତିତ ହେଉଛନ୍ତି ଏହା ଆମେ ସମସ୍ତେ ଜାଣିଛେ l ଯାହାକୁ ନେଇ ଭାରତର ପ୍ରତ୍ୟେକ ବ୍ୟକ୍ତି ବ୍ୟଥିତ, ଭାରତ ବର୍ତମାନ ବିଜେପି ଶାସିତ ଦେଶ , ଯାହାକୁ ନେଇ ଅନେକ ରାଜନେତା ନିଜର ମତ ଦେଇ ଆସୁଛନ୍ତି, ଏପରି ସ୍ଥିତିରେ ବଁଟେଂଗେ ତୋ କଟେଙ୍ଗେ ଓ ଏକ ରହେଙ୍ଗେ ତୋ ସେଫ ରହେଙ୍ଗେ ଥିମ କୁ ଆଗକୁ ବଢ଼ାଇ ଟି ରାଜା ସିଂ ବଙ୍ଗଳାଦେଶ ରେ ଚାଲିଥିବା ହିନ୍ଦୁ ମାନଙ୍କ ନିର୍ଯ୍ୟାତନା , ମନ୍ଦିର ଭାଙ୍ଗିବା, ଏବଂ ହିନ୍ଦୁ ଇଲାକାରେ ଲୁଟପାଟ କୁ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି ଏବଂ ଭାରତରେ ଥିବା ରୋହିଜ୍ଞା ମୁସଲମାନ ଓ ବଙ୍ଗଳାଦେଶୀ ଙ୍କୁ ମାତ୍ର ୧୫ ମିନିଟ ଠିକ କରିଦେବେ ବୋଲି କହିଛନ୍ତି l

ବାଙ୍ଗଲାଦେଶୀ ଙ୍କ ଉପରେ ଦେଇଛନ୍ତି ବଡ଼ ବୟାନ –
ପଡୋଶୀ ଦେଶ ବଙ୍ଗଳାଦେଶ ରେ ହିନ୍ଦୁ ମାନଙ୍କ ଉପରେ ହେଉଥିବା ହିଂସା କୁ ନେଇ ଭାରତରେ ଖୁବ ଅସନ୍ତୋଷ ଦେଖା ଦେଇଛି, ଭାରତର ଅନେକ ସ୍ଥାନରେ ବଙ୍ଗଳାଦେଶୀ ଙ୍କ ବିରୁଦ୍ଧରେ ପ୍ରଦର୍ଶନ ହେଉଛି l ଠିକ ଏତିକିବେଳେ ବିଜେପି ର ଫାୟାର ବ୍ରାଣ୍ଡ ନେତା ଟି ରାଜା ସିଂ ରଣହୁଙ୍କାର ଦେଇଛନ୍ତି ଏବଂ ମହମ୍ମଦ ୟୁସୁଫ ଙ୍କୁ କଟୁ ଭାବରେ ଶୁଣାଇ ଦେଇଛନ୍ତି l ସେ କହିଛନ୍ତି ଭାରତ କୌଣସି ଧର୍ମଶାଳା ନୁହେଁ, ଯେଉଁଠି ପାଖାପାଖି ୫କୋଟି ରୋହିଜ୍ଞା ମୁସଲମାନ ଓ ବଙ୍ଗଳାଦେଶୀ ଅବୈଧ ଭାବରେ ରହି ଆସୁଛନ୍ତି l ତେଣୁ ସେ କେନ୍ଦ୍ର ସରକାର ଙ୍କୁ ଯଥାଶୀଘ୍ର NRC ଲାଗୁ କରିବାକୁ କହିଛନ୍ତି ଏବଂ ଅବୈଧ ଭାବରେ ରହୁଥିବା ବଙ୍ଗଳାଦେଶୀ ଙ୍କୁ ଦେଶରୁ ବାହାର କରିବାକୁ ଦାବୀ କରିଛନ୍ତି l

ରାଜା ସିଂ କହିଛନ୍ତି ମାତ୍ର ୧୫ ମିନିଟ ସମୟ ଦେଇଦିଅ, ଭାରତରେ ଯେତିକି ଆତଙ୍କୀ ସଂଗଠନ ଅଛନ୍ତି, ସଭିଙ୍କୁ ନିପାତ କରାହୋଇଯିବ l ମାତ୍ର ୧୫ ମିନିଟ ପୋଲିସ ଙ୍କୁ ହଟାଇ ଦିଅନ୍ତୁ ସରକାର ଭାରତ ମାଙ୍କ ଚରଣ ସମସ୍ତ ଙ୍କ ମୁଣ୍ଡ ଗଡିବ l ଏହି ସମୟ ରେ ରାଜା ସିଂ ଅସଦୁଧ୍ହୀନ ଅଵେଶୀ ଙ୍କର ବଙ୍ଗଳାଦେଶୀ ମୁସଲମାନ ଙ୍କ ଉପରେ ଦିଆଯାଇଥିବା ବୟାନ ଙ୍କୁ ମଧ୍ୟ ସମାଲୋଚନା କରିଥିଲେ ଏବଂ ଓବେଶୀ ସଂସଦ ରେ ଶପଥ ନେବା ସମୟ ରେ ଫିଲିଷ୍ଟିନି ର ନାମ ନେବାକୁ ମଧ୍ୟ ସମାଲୋଚନା କରିଛନ୍ତି l

ପ୍ରତ୍ୟେକ ବଜରଂଗୀ ହିନ୍ଦୁଙ୍କ ରକ୍ଷା ପାଇଁ ପ୍ରସ୍ତୁତ ରୁହନ୍ତୁ

ଟି ରାଜା ସିଂ କହିଛନ୍ତି ଜୀନାବାଦୀ ଓବେଶୀ କହୁଛନ୍ତି ବଙ୍ଗଳାଦେଶୀ ମୁସଲମାନ ଙ୍କ ସହିତ ଆମର ଦେବା ନେବା କିଛିବି ନାହିଁ, ତେବେ ମୁଁ ଜାଣିବାକୁ ଚାହୁଁଚି ଡୁପ୍ଲିକେଟ ବାରିଷ୍ଟର ଙ୍କୁ ଯେ ଯେତେବେଳେ ପାର୍ଲିଆମେଣ୍ଟ ରେ ଶପଥ ଗ୍ରହଣ ସମୟ ରେ ପାଲେଷ୍ଟାଇନ ଜିନ୍ଦାବାଦ ନାରା କାହିଁକି ଦେଇଥିଲେ ? ପ୍ରତ୍ୟେକ ବଜରଂଗୀ ସେଇମାନେ ଯେଉଁମାନେ ହୃଦୟରୁ ହିନ୍ଦୁ ସେମାନେ ବାଙ୍ଗଲାଦେଶ ର ପ୍ରତ୍ୟେକ ହିନ୍ଦୁ ଙ୍କ ପାଇଁ ଲଢ଼ିବାକୁ ପ୍ରସ୍ତୁତ l

Govt
Leave A Reply