ଭୁବନେଶ୍ୱର : କରୋନା ସ୍ଥିତିରେ ସୁଧାର ନ ଆସିବା ପର୍ଯ୍ୟନ୍ତ ପୁରୀ ବାହାରୁ ସ୍ୱର୍ଗଦ୍ୱାରକୁ କୌଣସି ଶବ ସତ୍କାର ପାଇଁ ଆସିପାରିବ ନାହିଁ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଛି । କେବଳ ପୁରୀବାସୀ ଶବ ସତ୍କାର କରିପାରିବେ । ୦୮ ଜୁଲାଇ ୨୦୨୦ ଠାରୁ ଏହା ଲାଗୁ ହେବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।