Odisha news

ଯଦି ସ୍ପେସ ରେ ଶାରୀରିକ ସମ୍ବନ୍ଧ ରଖିବା ସମ୍ଭବ ନୁହେଁ ତେବେ କଣ୍ଡୋମ୍ ପିନ୍ଧି ମହାକାଶ କୁ କାହିଁକି ଯାଇ ଥାଆନ୍ତି ମହାକାଶ ଚାରି 

0
ଅନ୍ତରୀକ୍ଷ ଓ ଅନ୍ତରୀକ୍ଷ ଯାତ୍ରୀ ଙ୍କୁ ନେଇ ଅନେକ ଜଣା ଅଜଣା ରୋଚକ କଥା ରହିଛି ଯାହା ଆମେ ଜାଣି ନାହୁଁ,  କିନ୍ତୁ ପ୍ରକୃତ କଥା ସେହି ବ୍ୟକ୍ତି ଜାଣିଛି ଯିଏ ଅନ୍ତରୀକ୍ଷ କୁ ଯାଇଛି l ଯେଉଁଠି ଗୁରୁତ୍ୱା କର୍ଷଣ କାମ କରେ ନାହିଁ ସେଠାରେ ଜୀବନ ଧାରଣ କରିବା କେତେ କଷ୍ଟକର ସେମାନେ ହିଁ ବୁଝନ୍ତି l କିନ୍ତୁ କଣ ଆପଣ ଜାଣିଛନ୍ତି କି ଅନ୍ତରୀକ୍ଷ ଯାତ୍ରୀ ଅନ୍ତରୀକ୍ଷ ରେ କଣ୍ଡୋମ୍ ପିନ୍ଧି କାହିଁକି ରୁହନ୍ତି ?
ଯେତେବେଳେ ବି ଅନ୍ତରୀକ୍ଷ ର କଥା ପଡିଥାଏ ସେତେବେଳେ ଆକ୍ଷୀ ସାମ୍ନାକୁ ହାଇଟେକ୍ ଜମ୍ପ ସୁଟ ଓ ଭାସୁଥିବା ମହାକାଶାଚାରୀ ସାମ୍ନାକୁ ଆସନ୍ତି l ମହାକାଶ ରେ ଗୁରୁତ୍ୱ କର୍ଷଣ ନଥାଏ , ଏବଂ ଏପରି ସ୍ଥିତି ରେ ଅଷ୍ଟ୍ରୋ ନଟ୍ସ ଙ୍କ ପାଇଁ ଶୌଚ ହେବା ଖୁବ ଅସୁବିଧା ହୋଇଥାଏ , ଏବଂ ଏହି ସମୟରେ ମହାକାଶ ଯାତ୍ରା ମାନେ ଗୋଟିଏ ବିଶେଷ ଡିଭାଇସ ର ପରିସ୍ରା ପାଇଁ ବ୍ୟବହାର କରି ଥାଆନ୍ତି l ଏହି ଡିଭାଇସ ଟି କଣ୍ଡୋମ ଭଳି ଦେଖିବାକୁ ଅଟେ l କିନ୍ତୁ ଆଜିର ବିଜ୍ଞାନ ଯୁଗରେ ଏଭଳି ଡିଭାଇସ ତିଆରି ହୋଇଥାଏ ଯାହାକି ୟୁନିସେକ୍ଷ ସୁଟ  ଅଟେ ଏବଂ ଏହା ଉଭୟ ମହିଳା ପୁରୁଷ ଉଭୟ ଙ୍କ ପାଇଁ ଆବଶ୍ୟକ ଅଟେ l
Leave A Reply