Odisha news

ବାଇକ୍ ଧକ୍କାରେ ବୃଦ୍ଧ ଗୁରୁତର

0

ସୋର ଥାନା ଅଧୀନ ଜାତୀୟ ରାଜପଥ ଛପୋଲିଆ ଠାରେ ଆଜି ଦିନ ୧୧ଟା ସମୟରେ ଜଣେ ବୃଦ୍ଧ ଲୁନା ଆରୋହୀ ଏକ ବାଇକ୍ ଧକ୍କାରେ ଗୁରୁତର ହୋଇଛନ୍ତି । ସୋର ଥାନା ଅଧୀନ ମୁଳିସିଂ ଗ୍ରାମର ବୈରାଗୀ ମହାନ୍ତି କୈାଣସି କାମରେ ଲୁନାରେ ସୋରକୁ ଆସି ଘରକୁ ଫେରୁଥିବା ବେଳେ ବିପରିତ ଦିଗରୁ ଆସୁଥିବା ଏକ ବାଇକ୍ ସହ ଧକ୍କା ହୋଇଥିଲା । ଏହି ଧକ୍କାରେ ବେରାଗୀ ଲୁନା ସହ ରାସ୍ତା କଡକୁ ଛିଟିକି ପଡି ଗୁରୁତର ହୋଇଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିବା ପରେ ଏବେ ସେ ଚିକିତ୍ସାଧୀନ ଅଛନ୍ତି ।

Leave A Reply

Your email address will not be published.