Odisha news

୮ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର

0

ଛତ୍ରପୁର ୩୦/୧୧ : ଛତ୍ରପୁର ସ୍ଥିତ ବଡ ରେଳଷ୍ଟେସନ ନିକଟରୁ ସୋମବାର ୮ଫୁଟ ଲମ୍ବର ଅଜଗର ସାପକୁ ଉଦ୍ଧାର କରାଯାଇଛି । ଏହି ଆଜି ସକାଳ ୯ଟାରେ ରେଳ ଷ୍ଟେସନ ନିକଟରେ ଉକ୍ତ ଅଜଗର ସାପ କୁ ଦେଖିଥିଲେ ଅଂଚଳର କିଛି ଲୋକ ମାନେ ।

ପରେ ବନ ବିଭାଗ ସୂଚନା ପାଇଁ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ସାପକୁ ଉଦ୍ଧାର କରି ଟାମଣାଘାଟି ଜଙ୍ଗଲକୁ ଛଡା ଯାଇଥିବା ଛତ୍ରପୁର ବନ ବିଭାଗ ଅଧିକାରୀ ଘରମଣି ପାଣିଗ୍ରାହୀ କହିଛନ୍ତି ।

Leave A Reply